Odisha Administration Reaches Kotia Villages: ନଦୀ ପାର ହୋଇ ଦୁର୍ଗମ ଗାଁରେ ପହଞ୍ଚିଲା ପ୍ରଶାସନ, ଘରକୁ ଘର ବୁଲି ଶୁଖିଲା ଖାଦ୍ୟ ବଣ୍ଟନ

Oct 29, 2026 - 09:06
Odisha Administration Reaches Kotia Villages: ନଦୀ ପାର ହୋଇ ଦୁର୍ଗମ ଗାଁରେ ପହଞ୍ଚିଲା ପ୍ରଶାସନ, ଘରକୁ ଘର ବୁଲି ଶୁଖିଲା ଖାଦ୍ୟ ବଣ୍ଟନ

ଅର୍ଣ୍ଣବ ଅସୁବିଧା ବେଳେ କୋଟିଆବାସୀଙ୍କ ପାଖରେ ପହଞ୍ଚିଲା ଓଡ଼ିଶା ପ୍ରଶାସନ।

ବାତ୍ୟା 'ଅର୍ଣ୍ଣବ' ବେଳେ ନଦୀ ପାର ହୋଇ ଦୁର୍ଗମ ସୀମାନ୍ତ ଗାଁରେ ପହଞ୍ଚିଲା କୋରାପୁଟ ପ୍ରଶାସନ।

ଲୋକଙ୍କୁ ବଣ୍ଟାଗଲା ଶୁଖିଲା ଖାଦ୍ୟ ଓ ପଲିଥିନ୍।

Advertisment ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଫାବି ରସିଦ୍, ତହସିଲଦାର ଦେବେନ୍ଦ୍ର ଧାରୁଆ, OSD ସୌରଭ ଦାଶ ଓ ଅନ୍ୟ ଅଧିକାରୀମାନେ ଦୁର୍ଗମ ଅଞ୍ଚଳଗସ୍ତ କରିଥିଲେ।

ନେରେଡିଭାଲସା, ଝାକରଭାଲସା ଓ ତାଲାସେମ୍ବି ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଥିଲେ।

ଘରକୁ ଘର ବୁଲି ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପଲିଥିନ୍ ସିଟ୍ ବଣ୍ଟନ କରିଥିଲେ ଅଧିକାରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।