Odisha Deploys Eight NDRF Teams Ahead of Potential Cyclone: ସମ୍ଭାବ୍ୟ ବାତ୍ୟା ପାଇଁ ଓଡ଼ିଶା ପ୍ରସ୍ତୁତ, ୭ ଜିଲ୍ଲାରେ ୮ଟି NDRF ଟିମ୍ ମୁତୟନ

Oct 25, 2026 - 12:24
Odisha Deploys Eight NDRF Teams Ahead of Potential Cyclone: ସମ୍ଭାବ୍ୟ ବାତ୍ୟା ପାଇଁ ଓଡ଼ିଶା ପ୍ରସ୍ତୁତ, ୭ ଜିଲ୍ଲାରେ ୮ଟି NDRF ଟିମ୍ ମୁତୟନ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ୮ NDRF ଟିମ ପ୍ରସ୍ତୁତ।

୨୫୦ ଅଧିକାରୀଙ୍କୁ ନେଇ ୮ଟିମ ପ୍ରସ୍ତୁତ କରାଯାଇଛି।

କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଜଗତସିଂହପୁର ଓ ପୁରୀରେ ଗୋଟିଏ ଲେଖାଏ ଟିମ ମୁତୟନ କରାଯାଇଥିବା ବେଳେ ଗଞ୍ଜାମ ପାଇଁ ୨ଟି ଟିମ୍ ନିୟୋଜିତ କରାଯାଇଛି।

ବାତ୍ୟା ଦ୍ୱାରା ପ୍ରଭାବିତ କିମ୍ବା ସମ୍ଭାବ୍ୟ ଭାବେ ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ ମୁକାବିଲା ପାଇଁ ମୁତୟନ କରାଯାଇଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।