Odisha Missing Child Case: ମିଳିଲା ୪ବର୍ଷର ନିଖୋଜ ଶିଶୁକନ୍ୟା; କାଲିଠୁ ନିଖୋଜ ଥିଲା ବାରିପଦା ଜମୁନାଦେଇପୁର ଶିଶୁ କନ୍ୟା
ମିଳିଲା ନିଖୋଜ ଶିଶୁ କନ୍ୟା।
ବାରିପଦା ଜମୁନାଦେଇପୁର ସାହିରୁ ଗତକାଲିଠୁ ନିଖୋଜ ଥିବା ଶିଶୁ କନ୍ୟା ଉଦ୍ଧାର ହୋଇଛି।
ସକାଳୁ ଜଣେ ବ୍ୟକ୍ତି ଶିଶୁ କନ୍ୟା ଟିକୁ ଘର ଆଗରେ ଛାଡି ପଳାଉଥିବା ବେଳେ ସାହି ଲୋକ ଉକ୍ତ ବ୍ୟକ୍ତିଙ୍କୁ ମାଡି ବସିଥିଲେ।
Advertisment ପୋଲିସ ବ୍ୟକ୍ତି ଅଟକ ରଖି ପଚରାଉଚରା କରୁଛି।
ଏବଂ ଶିଶୁ କନ୍ୟାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଗତକାଲି ଭଞ୍ଜପୁର ରେଲୱେ ଷ୍ଟେସନ ନିକଟ ଯମୁନାଦେଇପୁର ସାହିରେ ଘର ବାରଣ୍ଡାରେ ଖେଳୁଥିବା ବେଳେ ନିଖୋଜ ହୋଇଥିଲା ୪ବର୍ଷର ଶିଶୁ କନ୍ୟା।
ମିଳିଲା ୪ବର୍ଷର ନିଖୋଜ ଶିଶୁକନ୍ୟା କାଲିଠୁ ନିଖୋଜ ଥିଲା ବାରିପଦା ଜମୁନାଦେଇପୁର ଶିଶୁ କନ୍ୟା ଆଜି ଭୋର୍ ସମୟରେ ଉଦ୍ଧାର କରାଯାଇଛି ଜଣେ ବ୍ୟକ୍ତି ସକାଳୁ ଘର ଆଗରେ ଛାଡ଼ି ଦେଇଥିଲେ ଘର ଆଗରେ ଛାଡିବା ବେଳେ ବ୍ୟକ୍ତିଙ୍କୁ ଧରିଲେ ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଜିମା ଦେଲେ ଅଞ୍ଚଳବାସୀ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।