Odisha SRC Announces: ଆଉ ଏକ ବାତ୍ୟାକୁ ନେଇ ପ୍ରସ୍ତୁତି ସଂପର୍କରେ SRCଙ୍କ ସୂଚନା; ଗଜପତିରେ ୧୫୦ ଭୂସ୍ଖଳନ ସ୍ଥାନ ଚିହ୍ନଟ
ଆଉ ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି।
ଏନେଇ ସୂଚନା ଦେଇଛନ୍ତି SRC।
ଗଜପତି ଜିଲ୍ଲାରେ ୧୫୦ଟି ଭୂସ୍ଖଳନ ପ୍ରବଣ ସ୍ଥାନ ଚିହ୍ନଟ ହୋଇଛି।
ଆଜି ସନ୍ଧ୍ୟା ସୁଦ୍ଧା ବିପଦସଂକୁଳ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତର ଆରମ୍ଭ ହେବ।
ବାତ୍ୟାକୁ ଦୃଷ୍ଟିରେ ରଖି ରିଲିଫ୍ ସାମଗ୍ରୀ ମଧ୍ୟ ଅଧିକ ପରିମାଣରେ ମହଜୁଦ ରଖାଯିବ ବୋଲି SRC ସୂଚନା ଦେଇଛନ୍ତି।
Advertisment ବାତ୍ୟା ପାଇଁ ସଂଧ୍ୟାରୁ ସ୍ଥାନାନ୍ତର- SRC ଆଉ ଏକ ବାତ୍ୟାକୁ ନେଇ ପ୍ରସ୍ତୁତି ସଂପର୍କରେ SRCଙ୍କ ସୂଚନା ଗଜପତିରେ ୧୫୦ ଭୂସ୍ଖଳନ ସ୍ଥାନ ଚିହ୍ନଟ କରାଯାଇଛି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର କାମ ଆରମ୍ଭ ହୋଇଯିବ ବାତ୍ୟାକୁ ଦୃଷ୍ଟିରେ ରଖି ରିଲିଫ୍ କୁ ଆହୁରି ଅଧିକ ମାତ୍ରାରେ ଷ୍ଟକ୍ କରାଯିବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।