Odisha Weather Alert: Rain May Affect Durga Puja Festivities in Coastal Districts
#ପୁଣି_ବଡ଼_ବର୍ଷା #ଭସେଇନେବ_ପୂଜା_ମଉଜ !
ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ଖୁବଶୀଘ୍ର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ପ୍ରଭାବରେ ୧୩ ଅକ୍ଟୋବର ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତେବେ ପାଣିପାଗ ଓ ସାମୁଦ୍ରିକ କାରଣ ଅନୁକୁଳ ନଥିବାରୁ ଲଘୁଚାପଟି ଘନୀଭୂତ ହୋଇପାରିବ ନାହଁ । କେବଳ ଲଘୁଚାପ କ୍ଷେତ୍ରରେ ହିଁ ତାହା ସୀମିତ ରହିବ। ପ୍ରଭାବରେ ଆସନ୍ତା ୧୩ ଓ ୧୪ ତାରିଖରେ ରାଜ୍ୟରେ କୋହଲା ପାଗ ଦେଖାଯିବ। ୧୬,୧୭, ୧୮ ଓ ୧୯ ତାରିଖରେ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତିରେ ହାଲୁକା ବର୍ଷା ହୋଇପାରେ। ତେବେ ୨୦ ତାରିଖ ବେଳକୁ ବର୍ଷା କମିବା ସହିତ ଅନେକ ସ୍ଥାନରେ ଶୁଖିଲା ପାଗ ଦେଖାଯିବ।
A low-pressure area is likely to form over the southeast Bay of Bengal around October 13 due to a cyclonic circulation near the Gulf of Thailand. However, unfavourable atmospheric and oceanic conditions may prevent it from intensifying. Odisha is likely to experience cloudy weather on October 13 and 14, followed by light to moderate rainfall in coastal areas from October 16 to 19. Balasore, Bhadrak, Kendrapara, Jagatsinghpur, Jajpur, Cuttack, Khordha, Ganjam and Gajapati may receive light rain. Rainfall is expected to decrease around October 20, with dry weather likely in many places.
#OdishaWeather#OdishaRain#WeatherUpdate#LowPressure#BayOfBengal#DurgaPuja#CoastalOdisha#RainAlert#OdishaNews#WeatherForecast#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।