OSSTET Exam Tomorrow: OSSTET ସ୍ଥଗିତ ଗୁଜବକୁ ଖଣ୍ଡନ, ପୂର୍ବ ନିର୍ଦ୍ଧାରିତ ସୂଚୀରେ ହେବ ପରୀକ୍ଷା

Sep 29, 2026 - 15:26
OSSTET Exam Tomorrow: OSSTET ସ୍ଥଗିତ ଗୁଜବକୁ ଖଣ୍ଡନ, ପୂର୍ବ ନିର୍ଦ୍ଧାରିତ ସୂଚୀରେ ହେବ ପରୀକ୍ଷା

କାଲି ହେବ OSSTET। ପରୀକ୍ଷା ସ୍ଥଗିତ ହୋଇନି, ଆସନ୍ତାକାଲି ହିଁ ପରୀକ୍ଷା ହେବ। ଏନେଇ ସ୍ପଷ୍ଟ କରିଛନ୍ତି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ସଭାପତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାଲି OSSTET ହେବ। କୌଣସି ପରୀକ୍ଷାର୍ଥୀ ଗୁଜବରେ ବିଶ୍ବାସ କରନ୍ତୁ ନାହିଁ। ବୋର୍ଡ ପରୀକ୍ଷା ସ୍ଥଗିତ ନେଇ କୌଣସି ନିଷ୍ପତ୍ତି ନେଇନି କହିଛନ୍ତି ବୋର୍ଡ ସଭାପତି। ପରୀକ୍ଷା ସ୍ଥଗିତ ନେଇ ଏକ ନୋଟିସ ଘୂରି ବୁଲୁଥିଲା। ଏହି ନୋଟିସ ଫେକ୍ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ବୋର୍ଡ ସଭାପତି। 

କାଲି ହେବ OSSTET
ସ୍ଥଗିତ ହୋଇନି OSSTET, ଆସନ୍ତାକାଲି ହିଁ ପରୀକ୍ଷା ହେବ
କାଲି OSSTET ହେବା ନେଇ ସ୍ପଷ୍ଟ କଲେ ବୋର୍ଡ ସଭାପତି
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାଲି OSSTET ହେବ
କୌଣସି ପରୀକ୍ଷାର୍ଥୀ ଗୁଜବରେ ବିଶ୍ବାସ କରନ୍ତୁ ନାହିଁ
ବୋର୍ଡ ପରୀକ୍ଷା ସ୍ଥଗିତ ନେଇ କୌଣସି ନିଷ୍ପତ୍ତି ନେଇନି- ସଭାପତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।