OTV Dream Home Expo & Conclave 2026 Begins: ଓଟିଭି ଡ୍ରିମ୍ ହୋମ୍ ଏକ୍ସପୋ ଆଣ୍ଡ୍ କନକ୍ଲେଭ୍-୨୦୨୬, ଦୁଇ ଦିନ ଧରି ଚାଲିବ ମେଗା ଇଭେଣ୍ଟ

Nov 06, 2026 - 10:14
OTV Dream Home Expo & Conclave 2026 Begins: ଓଟିଭି ଡ୍ରିମ୍ ହୋମ୍ ଏକ୍ସପୋ ଆଣ୍ଡ୍ କନକ୍ଲେଭ୍-୨୦୨୬, ଦୁଇ ଦିନ ଧରି ଚାଲିବ ମେଗା ଇଭେଣ୍ଟ

ଓଡ଼ିଶା ଟେଲିଭିଜନ ନେଟୱର୍କ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଓଟିଭି ଡ୍ରିମ୍ ହୋମ୍ ଏକ୍ସପୋ ଆଣ୍ଡ୍ କନକ୍ଲେଭ୍-୨୦୨୬।

ଭୁବନେଶ୍ବର ମେ' ଫେୟାର ସାଙ୍କଚୁରୀରେ ଆଜି ଦିନ ୧୧ଟାରୁ ଆରମ୍ଭ ହେବ ଏହି ମେଗା ଇଭେଣ୍ଟ୍।

Advertisment ୨ ଦିନ ଧରି ଚାଲିବାକୁ ଥିବା ଏହି ଏକ୍ସପୋରେ ସାମିଲ ହେବେ ଗୃହ ନିର୍ମାଣ ପାଇଁ ଆବଶ୍ୟକ ସାଜ ସରଞ୍ଜାମ ଯୋଗାଉଥିବା କମ୍ପାନୀ, ରିଏଲ୍ ଇଷ୍ଟେଟ୍, ପ୍ଲାନିଂ, ଡିଜାଇନିଂ, ବୀମା, ବ୍ୟାଙ୍କିଂ, ଟାଉନ୍ ପ୍ଲାନିଂ ଆଦି ସେବା ଯୋଗାଉଥିବା ସଂସ୍ଥା ସମେତ ଏ କ୍ଷେତ୍ରର ପ୍ରଫେସନାଲ।

ଯେଉଁଠୁ ଆପଣ ଆପଣଙ୍କର ସ୍ବପ୍ନର ଘର ସଂପର୍କରେ ଅନେକ କିଛି ଜାଣିବାର ସୁବର୍ଣ୍ଣ ସୁଯୋଗ ପାଇପାରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।