Pakistan PMO Crops SCO Group Photo, Removes PM Modi & Other Leaders
#ଫଟୋ_ପାଇଁ_ଲଜ୍ଜିତ_ପାକିସ୍ତାନ
ଅନ୍ତର୍ଜାତୀୟ କୂଟନୀତିରେ ଆଜିକାଲି ‘ଫଟୋସପ୍’ କାମ ଜୋରରେ ଚାଲିଛି । କ’ଣ ବିଶ୍ବାସ ହେଉନି? ତା’ର ଏକ ଜଳଜଳ ପ୍ରମାଣ ସାମ୍ନାକୁ ଆସିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ନିଜକୁ ବିଶ୍ୱ ନେତା ଭାବେ ଦେଖାଇବା ପାଇଁ ଏପରି କାମ କରିଛନ୍ତି, ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ ।...ବିଶକେକ୍ ରେ ଚାଲିଥିବା ଏସସିଓ ଶିଖର ସମ୍ମିଳନୀର ଏକ ଗ୍ରୁପ୍ ଫଟୋକୁ ପାକିସ୍ତାନ ପିଏମଓ, ଏମିତି କ୍ରପ୍ କଲେ ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବଡ଼ ବଡ଼ ନେତା ସେହି ଫଟୋରୁ ଗାୟବ ହୋଇଗଲେ। ଆଉ ମଝିରେ ରହିଗଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ଆଉ ଏହି ଫଟୋ ଡିପ୍ଲୋମାସିର ଖେଳରେ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଥଟ୍ଟାମଜା ଚାଲିଛି ।
#Pakistan#ShehbazSharif#PMModi#SCO#Bishkek#PakistanPMO#PhotoDiplomacy#IndiaPakistan#Diplomacy#ViralPhoto#SocialMedia#InternationalNews#OdishaTV#OTV
Pakistan Prime Minister Shehbaz Sharif is facing social media mockery after the Pakistan PMO allegedly cropped a group photograph from the SCO summit in Bishkek. The edited image removed several prominent leaders, including Indian Prime Minister Narendra Modi, while leaving Shehbaz Sharif prominently in the centre. The photograph has sparked reactions on social media, with users questioning the move as an example of ‘photo diplomacy’.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।