Palapala River: ମୟୂରଭଞ୍ଜରେ ବଢ଼ିଲା ପଳପଳା ନଦୀର ଜଳସ୍ତର, ବାଲିଡ଼ିହା ପୋଲ ଉପରେ ୩ ଫୁଟ୍‌ ପାଣି

Sep 25, 2026 - 10:20
Palapala River: ମୟୂରଭଞ୍ଜରେ ବଢ଼ିଲା ପଳପଳା ନଦୀର ଜଳସ୍ତର, ବାଲିଡ଼ିହା ପୋଲ ଉପରେ ୩ ଫୁଟ୍‌ ପାଣି

"ଶାମାଖୁଣ୍ଟା: ଆଜି ସକାଳ ୭ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକରେ ପ୍ରବାହିତ ପଳପଳା ନଦୀର ଜଳସ୍ତର ହଠାତ ବୃଦ୍ଧି ପାଇବା ଯୋଗୁଁ ବାଲିଡ଼ିହା ପୋଲ ଉପରେ ତିନିଫୁଟର ଜଳ ପ୍ରବାହିତ ହୋଇଥିବା ଜଣାଯାଇଛି।

ଯାହାଦ୍ୱାରା ଯାତାୟତ ବାଧାପ୍ରାପ୍ତ ହୋଇଛି।Advertisment ବାଲିଡ଼ିହା - ବାଙ୍ଗିରିପୋଷି ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ଯଥେଷ୍ଟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଗତକାଲି ରାତିରେ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିବ‌ା ଜଣାଯାଇଛି।

ଏହା ଫଳରେ ବାଲିଡ଼ିହା - ବାଙ୍ଗିରିପୋଷି ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇପଡ଼ିଛି।

Schools Closed Today: ପ୍ରବଳ ବର୍ଷା ପାଇଁ ଆଜି ମୟୂରଭଞ୍ଜର ସମସ୍ତ ସ୍କୁଲ ବନ୍ଦ, ପରୀକ୍ଷା ମଧ୍ୟ ସ୍ଥଗିତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।