Passenger Boat Stranded in Chilika; Over 50 People and 20 Bikes Stuck Mid-Lake
#ମଝି_ଚିଲିକାରେ_ଭୟଙ୍କର_ଚିତ୍କାର
ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା। କୃଷ୍ଣପ୍ରସାଦ ମହଁଷା ଗାଁ ନିକଟରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି। ଡଙ୍ଗାରେ ୫୦ରୁ ଅଧିକ ଲୋକ ଓ ୨୦ଟି ବାଇକ୍ ରହିଛି। ୪୦ ମିନିଟ ହେଲା ମଝି ଚିଲିକାରେ ଫସି ରହିଛି ଡଙ୍ଗା। ଜହ୍ନିକୁଦା ଘାଟରୁ ଯାତ୍ରୀଙ୍କୁ ନେଇ ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ଯାନ୍ତ୍ରିକ ତୃଟି ଯୋଗୁଁ ଡଙ୍ଗାଟି ଫସି ରହିଛି। ଚିଲିକାରେ ପ୍ରବଳ ପାଣି ଥିବାରୁ ଯାତ୍ରୀ ଭୟଭୀତ ଅବସ୍ଥରେ ଥିବା ବେଳେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି।
A passenger boat carrying more than 50 people and around 20 motorcycles has been stranded in the middle of Chilika Lake due to a mechanical failure. The incident occurred near Mahisha village in Krushnaprasad.
#ChilikaLake#BoatStranded#Krushnaprasad#Satapada#JahnikudaGhat#Odisha#BoatAccident#RescueOperation#OdishaNews#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।