Seva Sankalp Week Underway Across India; PM Modi to Interact with People in 750 Districts
#କଥା_ହେବେ_ମୋଦି
ଆଜିଠୁ ପାଳନ ହେଉଛି ସେବା ସଂକଳ୍ପ ସପ୍ତାହ। ସରକାର ମୁଖ୍ୟ ଭାବେ ନିରବଚ୍ଛିନ୍ନ ୨୫ ବର୍ଷର ନେତୃତ୍ବ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇ ଏକ ସଂକଳ୍ପ ପାଳନ ହେଉଛି।ସାରା ଦେଶରେ ସେବା ସଂକଳ୍ପ ସପ୍ତାହ ପାଳନ କରାଯାଉଛି। ଦେଶର ୭୫୦ ଜିଲ୍ଲାରେ ଏହା ପାଳନ କରାଯାଉଛି। ଏହି ଅବସରରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। ସବୁ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବର୍ଗର ଲୋକଙ୍କ ସହ ସେ କଥା ହେବେ। ଓଡ଼ିଶାର ୩୧ ସାଂଗଠନିକ ଜିଲ୍ଲାରେ ଲୋକଙ୍କ ସହ କଥା ହେବେ ମୋଦି।
Seva Sankalp Week is being observed across the country to mark Prime Minister Narendra Modi’s 25 years of public service. The programme is being organised across 750 districts, with PM Modi scheduled to address people and interact with different sections of society.
#SevaSankalp#PMModi#NarendraModi#25YearsOfPublicService#SevaSankalpWeek#OdishaBJP#GovernmentSchemes#MohanCharanMajhi#ManmohanSamal#OdishaNews#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।