Passenger Bus Collides With Tree: ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଗୁରୁତରଙ୍କୁ କଟକ ସ୍ଥାନାନ୍ତର

କେନ୍ଦୁଝର ଘଷିପୁରା ବଜାର ପେଟ୍ରୋଲ୍ ପମ୍ପ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତରଙ୍କ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ୫୦ ଯାତ୍ରୀଙ୍କୁ ଧରି ଝାରସୁଗୁଡ଼ାରୁ ଭଦ୍ରକ ଯାଉଥିଲା ବସ୍ ।
କେନ୍ଦୁଝର ଘଷିପୁରା ବଜାର ପେଟ୍ରୋଲ୍ ପମ୍ପ ନିକଟରେ ଦୁର୍ଘଟଣା
ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍
ଦୁର୍ଘଟଣାରେ ଜଣେ ଗୁରୁତର, ୬ ଜଣ ଯାତ୍ରୀ ଆହତ
ଗୁରୁତରଙ୍କ ଅଧିକ ଚିକିତ୍ସା ପାଇଁ କଟକ ଏସସିବି ସ୍ଥାନାନ୍ତର
୫୦ ଯାତ୍ରୀଙ୍କୁ ଧରି ଝାରସୁଗୁଡ଼ାରୁ ଭଦ୍ରକ ଯାଉଥିଲା ବସ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।