Patta for Unsettled Land ବେବନ୍ଦୋବସ୍ତ ଜମି ପାଇଁ ସ୍ଥାୟୀ ପଟ୍ଟା ଦାବିରେ ଧାରଣା
"ବାମରା (ସନ୍ତୋଷ ଶୁକ୍ଲା): ନ୍ୟାୟ ଦାବିରେ ସମ୍ବଲପୁର ଜିଲ୍ଲା ବାମରା ତହସିଲ ଅଫିସ ଆଗରେ ଧାରଣା ଦେଲେ ଏକ ପରିବାରର ସମସ୍ତ ସଦସ୍ୟ ଧାରଣା ଦେଇଛନ୍ତି।
Advertisment Gajapati Forest Land Patta ଜଙ୍ଗଲ ଜମି ପଟ୍ଟା ଦାବିରେ ଧାରଣା: ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ୮୫ ଆଦିବାସୀ ପରିବାର ବିକ୍ଷୋଭ କରୁଥିବା ଦେବାନନ୍ଦ ପାତ୍ର ଅଭିଯୋଗ କରିଛନ୍ତି, ସେ ଦଖଲ ଜମିର ପଟ୍ଟା ପାଉନାହାନ୍ତି।
ଏପରିସ୍ଥଳେ ଚଞ୍ଚକତା କରି ଉକ୍ତ ଜମି ସରକାରୀ ଖାତାକୁ ହସ୍ତାନ୍ତର ଉଦ୍ୟମ କରାଯାଉଛି।
ଉକ୍ତ ଜାଗାକୁ ନିଜ ନାମରେ ସ୍ଥାୟୀ ପଟ୍ଟା କରିବା ନିମନ୍ତେ ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରୀ କରି ନିରାଶ ହୋଇଛନ୍ତି।
ଆଜି ୯୦ ବର୍ଷୀୟ ଦେବାନନ୍ଦ ଙ୍କ ସମେତ ପରିବାରର ୨୦ ରୁ ଅଧିକ ମହିଳା ପୁରୁଷ ସଦସ୍ୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
ଇତିମଧ୍ୟରେ ଆର୍ଥିକ ଅନାଟନ ଭିତରେ ଗତି କରୁଥିବା ପରିବାର ର ଜୈନେକ ସଦସ୍ୟା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅର୍ଥାଭାବରୁ ଚିକିତ୍ସା ହୋଇ ନ ପାରି ମୃତ୍ୟ ଘଟିଛି।
Land Record Correction: ଜମି ପଟ୍ଟା ସଂଶୋଧନ ପାଇଁ ନେବାକୁ ପଡ଼ିବନି ଟେନସନ, ତହସିଲଦାରଙ୍କୁ ମିଳିଲା କ୍ଷମତା ବାମରା ତହସିଲଦାର କହିଛନ୍ତି, ସରକାରୀ ନୀତି ନିୟମ ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ।
ଅପରପକ୍ଷରେ, ମକର ମହୋତ୍ସବ କମିଟି କହିଛନ୍ତି, ଉକ୍ତ ବିବାଦୀୟ ଜାଗାରେ ଶହେ ବର୍ଷରୁ ଊର୍ଦ୍ଧ୍ବ ଧରି ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହେଉଛି।
ଜାଗାଟି ସରକାରୀ ଖାତାରେ ରହୁ ଓ ମକର ମେଳା ସେଠାରେ ଚାଳୁଥାଉ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।