PM Modi at BRICS Summit: ‘Unrest Rising Across the World, Supply Chains Affected’
#ବିଶ୍ୱରେ_ଅଶାନ୍ତି_ବଢୁଛି
ବ୍ରିକ୍ସ ସମ୍ମିଳନୀର ଉଦଯାପନୀ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ୱୋଧନ । ଅଭିଭାଷଣରେ ମୋଦି କହିଛନ୍ତି ଯେ ସାରା ବିଶ୍ୱରେ ଅଶାନ୍ତି ବଢି ବଢି ଚାଲିଛି । ଏହାର ପ୍ରଭାବ ସପ୍ଲାଏ ଚେନ ଉପରେ ପଡିଛି । ତେବେ ସଙ୍କଟ ସମୟରେ ପଛଘୁଞ୍ଚା ଦେବା ଉଚିତ୍ ନୁହେଁ ବୋଲି ଗୁରୁତ୍ବ ଦେଇଛନ୍ତି ମୋଦି । ଯୁଦ୍ଧ ସହ ଅସ୍ଥିରତା ବଢୁଥିବାରୁ ଚିନ୍ତାରେ ବିଶ୍ୱବାସୀ । ବିକାଶ ଓ ପର୍ଯ୍ୟାବରଣ ମଧ୍ୟରେ ସମାନତା ରହିବା ଦରକାର। ସଙ୍କଟ ସମୟରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ମୋଦି । ନାଗରିକ ଓ ସଂଗଠନ ବ୍ରିକ୍ସ ସହ ଯୋଡ଼ି ହେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି। ବ୍ରିକ୍ସରେ ଗ୍ଲୋବାଲ୍ ସାଉଥ୍ ରାଷ୍ଟ୍ରର ପ୍ରଭାବ ବଢି ଯାଇଛି। ବିବିଧତା ମଧ୍ୟରେ ଏକତା ହିଁ ଆମର ପରିଚୟ ବୋଲି ମୋଦି ମତ ପ୍ରକାଶ କରିଛନ୍ତି। ... ଆହୁରି ମଧ୍ୟ କହିଛନ୍ତି ମହାମାରୀ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡୁଛି। ସୁସ୍ଥ ଜୀବନ ଶୈଳୀ ପାଇଁ ସ୍ୱଚ୍ଛ ବାୟୁର ଆବଶ୍ୟକତା ଅଛି। ପ୍ରତିଟି ଆହ୍ୱାନକୁ ସାମ୍ନା କରିବା ସାହାସ ରହିବା ଉଚିତ୍ ।
#PMModi#BRICS#BRICSSummit2026#GlobalSouth#WorldPeace#SupplyChain#ClimateChange#CleanAir#GlobalIssues#WorldNews#IndiaNews#LatestNews#OdishaTV#OTV
Addressing the concluding day of the BRICS Summit, Prime Minister Narendra Modi said unrest is increasing across the world and its impact is being felt on supply chains. He stressed that countries should not retreat during times of crisis and called for unity to face growing instability caused by conflicts. Modi said there must be a balance between development and the environment and urged citizens and organisations to connect with BRICS. He noted the growing influence of Global South nations in BRICS and said unity in diversity is the group’s identity. He also highlighted the impact of pandemics and climate change, stressing the need for clean air for a healthy lifestyle and the courage to face every challenge.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।