PM Modi’s Birthday: Odisha BJP to Hold Mega Blood Donation Camp, Month-Long Service Drive
#ମାସେବ୍ୟାପୀ_ପାଳିବୁ_ପ୍ରଧାନମନ୍ତ୍ରୀଙ୍କ_ଜନ୍ମଦିନ’
-ମୋଦିଙ୍କ ଜନ୍ମଦିନରେ ରାଜ୍ୟ ବିଜେପି ଆୟୋଜିତ କରିବ ବଡ଼ ରକ୍ତ ଦାନ ଶିବିର
-ପ୍ରେସମିଟ୍ରେ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
‘-ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ଯାଏଁ ପାଳିବୁ’
-ମାସେ ବ୍ୟାପୀ ସେବା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି’
‘-ସ୍କୁଲ୍ କଲେଜରେ କାର୍ଯ୍ୟକ୍ରମ, ପଥପ୍ରାନ୍ତ ନାଟକ, ସଂକଳ୍ପ ଯାତ୍ରା କରାଯିବ’
‘-୧୭ ତାରିଖ ସନ୍ଧ୍ୟାରେ ରାଜ୍ୟର ସମସ୍ତ ଲାଭାର୍ଥୀଙ୍କ ଘରେ ଦୀପ ପ୍ରଜ୍ଜ୍ୱଳନ ହେବ’
‘-ପ୍ରତ୍ୟେକ ସ୍କୁଲ, କଲେଜରେ ଚିତ୍ରାଙ୍କନ ଏବଂ ଭାଷଣ ପ୍ରତିଯୋଗିତା ହେବ’
‘-ଭାଷଣ ପ୍ରତିଯୋଗିତା ବେଳେ ବିଧାୟକ ଏବଂ ଜନ ପ୍ରତିନିଧି ଉପସ୍ଥିତ ରହିବେ’
-ଅଙ୍ଗନବାଡି କେନ୍ଦ୍ରରେ ବିଭିନ୍ନ ପ୍ରତିଯୋଗିତା ହେବ- ମନମୋହନ ସାମଲ
-‘ରାସ୍ତା ଏବଂ ଛକରେ ନମୋ ସେବା ଗାଥା ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହେବ’
‘-ମୋଦିଙ୍କ ଶାସର ୨୫ ବର୍ଷରେ ୨୫ ସେବାକୁ ନେଇ ତଳସ୍ତରକୁ ଯିବେ ନେତା’
-ରାଷ୍ଟ୍ରୀୟ ଅଧ୍ୟକ୍ଷ ୧ ମାସ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି- ମନମୋହନ
#PMModiBirthday#ModiJanmdin#OdishaBJP#BloodDonationCamp#NamoSevaGatha#OTV
The Odisha BJP will organise a mega blood donation camp on Prime Minister Narendra Modi’s birthday, September 17. State BJP president Manmohan Samal said the party will observe the occasion with month-long service activities from September 17 to October 17.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।