Pravati Parida Hits Back at Naveen Patnaik Over Kotia Issue, Questions His Past Silence

Nov 05, 2026 - 00:19
Pravati Parida Hits Back at Naveen Patnaik Over Kotia Issue, Questions His Past Silence

#ନବୀନଙ୍କୁ_ପ୍ରଭାତୀଙ୍କ_କଡ଼ା_ଜବାବ
କୋଟିଆ ପ୍ରସଙ୍ଗରେ ନବୀନଙ୍କୁ ପ୍ରଭାତୀଙ୍କ କଡ଼ା ଜବାବ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠିର ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏକ୍ସ ନବୀନଙ୍କୁ ଟାର୍ଗେଟ କରି କୋଟିଆ ପ୍ରସଙ୍ଗରେ ତାଙ୍କର ପୂର୍ବ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରଭାତୀ କହିଛନ୍ତି, କୋଟିଆ ପ୍ରସଙ୍ଗରେ ଓଡ଼ିଶାର ଅଧିକାର ନେଇ ଆବଶ୍ୟକ ସମୟରେ ନବୀନ ନୀରବ ରହିଥିଲେ। ଦୀର୍ଘ ୨୪ ବର୍ଷ ଧରି ସେ କ୍ଷମତାରେ ରହିଥିଲେ। ଏଥିମଧ୍ୟରୁ ୯ ବର୍ଷ ଏନଡିଏ ମେଣ୍ଟରେ ମଧ୍ୟ ରହିଥିଲେ। ତେବେ କ୍ଷମତାରୁ ଯିବା ପରେ ହଠାତ୍ ତାଙ୍କର କୋଟିଆ କଥା ମନେ ପଡ଼ିଛି। ଆଜି ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର କୋଟିଆରେ ଓଡ଼ିଶାର ସ୍ୱାର୍ଥ ଓ ଅଧିକାର ପାଇଁ ଲଢ଼େଇ ଜାରି ରଖିଛି। ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ କାଳର ନୀରବତାର ଜବାବ ମାଗୁଛନ୍ତି ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
#OTVShorts#KotiaIssue#PravatiParida#NaveenPatnaik
#OdishaPolitics#OdishaAndhraDispute#BJPGovernment#MohanMajhi#KotiaControversy#OdishaRights#PravatiTargetsNaveen

Odisha Deputy Chief Minister Pravati Parida has strongly responded to former Chief Minister Naveen Patnaik’s letter on the Kotia issue. In a post on X, she questioned Naveen’s alleged silence on Odisha’s rights over Kotia during his 24-year tenure in power, including nine years when his party was part of the NDA alliance. Pravati said Naveen has raised the issue only after losing power. She added that the BJP government, under Chief Minister Mohan Charan Majhi, is continuing its fight to protect Odisha’s interests and rights in Kotia. She also said the people of Odisha are seeking answers from Naveen over his silence during his long tenure.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।