Prisoner’s Death In Malkangiri Jail Sparks Tension; Family Alleges Murder
#ଜେଲରେ_କଏଦୀ_ମୃତ୍ୟୁରୁ_ଉତ୍ତେଜନା
ମାଲକାନଗିରି ଜେଲରେ କଏଦୀ ମୃତ୍ୟୁରୁ ଉତ୍ତେଜନା। ମେଡିକାଲ ପରିସରରେ ପୋଲିସ-ପବ୍ଲିକ୍ ମୁହାଁମୁହିଁ। ମୃତ କଏଦୀ ହେଲେ ଲକିନାଥ ବେହେରା। ପରିବାର ଲୋକ ଲକିନାଥଙ୍କୁ ହତ୍ୟା ଅଭିଯୋଗ ଆଣିଛନ୍ତି। ଏପରିକି ମେଡିକାଲରୁ ଜୋର ଜବରଦସ୍ତ ଶବ ନେଇଯାଇଛନ୍ତି। ଘଟଣାକୁ ନେଇ ମାଲକାନଗିରିରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି। ମୃତକଙ୍କ ସମ୍ପର୍କୀୟ ଓ ପରିବାର ପକ୍ଷରୁ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ଚେତାବନୀ ଦିଆଯାଇଥିବା ବେଳେ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ଏହାପରେ ପରିସ୍ଥିତି ଶାନ୍ତ ପଡିଥିବା ସୂଚନା ମିଳିଛି। ଦୁଷ୍କର୍ମ ମାମଲାରେ ୪ ମାସ ହେବ ମାଲକାନଗିରି ଜେଲ୍ ରେ ଥିଲେ ଲକିନାଥ ବେହେରା। ଆଜି ସେ ଅସୁସ୍ଥ ହେବା ପରେ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଅଣା ଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
#Malkangiri#MalkangiriJail#PrisonerDeath#LakinathBehera#MurderAllegation#NH326#OdishaCrime#PoliceNews#OdishaNews#OdishaUpdates#OdishaTV#OTV
Tension prevailed in Malkangiri following the death of prisoner Lakinath Behera at Malkangiri Jail. His family members have alleged that he was murdered and claimed that his body was forcibly taken away from the medical premises. Relatives and family members also warned of blocking National Highway 326, following which police tried to pacify the agitated people. The situation later reportedly became calm. Lakinath Behera had been lodged in Malkangiri Jail for the past four months in connection with a sexual assault case. After he fell ill today, he was taken to the District Headquarters Hospital, where doctors declared him dead.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।