Punjab, UP Congress Get New Chiefs Ahead of Assembly Elections

Oct 03, 2026 - 00:08
Punjab, UP Congress Get New Chiefs Ahead of Assembly Elections

#ପଞ୍ଜାବ_ୟୁପି_କଂଗ୍ରେସରେ_ନୂଆ_ମୁଖିଆ
ନିର୍ବାଚନ ପୂର୍ବରୁ ପଞ୍ଜାବ ଓ ୟୁପି କଂଗ୍ରେସରେ ବଡ଼ ହଲଚଲ୍ । ବଦଳିଲେ ପ୍ରଦେଶ କଂଗ୍ରେସ ସଭାପତି। ପଞ୍ଜାବ କଂଗ୍ରେସର ନୂଆ ବସ୍ ହେଲେ ପରଗଟ ସିଂହ। ଲୁଧିଆନା ସାଂସଦ ଅମରିନ୍ଦର ସିଂହ ରାଜା ୱାରିଂ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। କିଛି ମାସ ହେବ ରାଜା ଓ୍ୱାରିଂ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ଗୋଷ୍ଠୀ ମଧ୍ୟରେ ତୀବ୍ର ବିବାଦ ଚାଲିଥିଲା। ଦଳରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଥିବାବେଳେ ପରଗଟ ସିଂହଙ୍କୁ ପଞ୍ଜାବ କଂଗ୍ରେସର ନୂଆ ସଭାପତି ଭାବେ ନିଯୁକ୍ତ କରାଯାଇଛି। ପଞ୍ଜାବ ଭଳି ଉତ୍ତର ପ୍ରଦେଶ କଂଗ୍ରେସରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି। ସଭାପତି ପଦରୁ ଅଜୟ ରାୟଙ୍କୁ ହଟାଇ ଆରାଧନା ମିଶ୍ରଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି । ରାମପୁର ଖାସ୍ ଆସନର କଂଗ୍ରେସ ବିଧାୟିକା ଆରାଧନା ମିଶ୍ରଙ୍କୁ ୟୁପି କଂଗ୍ରେସର ନୂଆ ସଭାପତି ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ସାହାରନପୁର ସାଂସଦ ଇମ୍ରାନ ମାସୁଦଙ୍କୁ ୟୁପି କଂଗ୍ରେସର କାର୍ଯ୍ୟକାରୀ ସଭାପତି କରାଯାଇଛି। କଂଗ୍ରେସ ୟୁପିରେ ନିଜର ସାମାଜିକ ସମୀକରଣକୁ ମଜବୁତ କରିବାକୁ ଚେଷ୍ଟା କରିଛି।
#PunjabCongress#UPCongress#PargatSingh#AradhanaMishra#ImranMasood#RajaWarring#AjayRai#Congress#PoliticalNews#IndiaNews#OdishaTV#OTV

The Congress has announced major organisational changes in Punjab and Uttar Pradesh ahead of the upcoming Assembly elections. In Punjab, Pargat Singh has been appointed the new Pradesh Congress Committee president after Amarinder Singh Raja Warring resigned from the post. In Uttar Pradesh, Aradhana Mishra ‘Mona’ has replaced Ajay Rai as state Congress president, while Saharanpur MP Imran Masood has been appointed working president. The changes come as the party reorganises its state units ahead of the elections.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।