Puri BJP Executive Meet: Sameer Dash Absent, Says He Was Not Invited

Oct 03, 2026 - 00:08
Puri BJP Executive Meet: Sameer Dash Absent, Says He Was Not Invited

#କାର୍ଯ୍ୟକାରିଣୀ_ବୈଠକରେ_ଅନୁପସ୍ଥିତ_ସମୀର_ଦାଶ
ପୁରୀ ଜିଲ୍ଲା ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ। ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ନାଥ ତରାଇଙ୍କ ଅଧକ୍ଷତାରେ ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳର ସାଂଗଠନିକ ସ୍ଥିତି, ପଂଚାୟତ ନିର୍ବାଚନ ପ୍ରସ୍ତୁତି, ପ୍ରଧାନମନ୍ତ୍ରୀଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଷୟରେ ଆସନ୍ତା ୭ ତାରିଖରେ ପୁରୀରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହାସହ ରାଜ୍ୟସ୍ତରୀୟ ସେବା ପକ୍ଷ ପାଳନ ପ୍ରସ୍ତୁତି ଓ ଆସନ୍ତା ମାସ ୨୫ ତାରିଖରେ କୋଲକାତାରେ ସମସ୍ତ ପୂର୍ବାଂଚଳ ରାଜ୍ୟର ବିଜେପି ଓ ବିଜେପି ସମର୍ଥନରେ ନିର୍ବାଚିତ ଲୋକପ୍ରତିନିଧି ମାନଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ପୁରୀ ଜିଲ୍ଲାର ୧୧ଟି ବ୍ଲକ, ପୁରୀ ପୌରପାଳିକା ଓ ଦୁଇଟି ଏନଏସିର କାର୍ଯ୍ୟକାର୍ତ୍ତାଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବିଜେପି ମହାମନ୍ତ୍ରୀ ମାନସ ମହାନ୍ତି, ଶିଳ୍ପ ଓ ଖଣି ମନ୍ତ୍ରୀ ସମ୍ପଦ ସ୍ବାଇଁ, ପୁରୀ ସାଂସଦ ସଂମ୍ବିତ ପାତ୍ର ,ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଜିଲ୍ଲାର ସମସ୍ତ ବିଜେପି ବିଧାୟକ ଓ ପୁର୍ବତନ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ। ତେବେ ବୈଠକରେ ନିମାପଡାର ପୂର୍ବତନ ବିଧାୟକ ତଥା ବିଜେପି ନେତା ସମୀର ଦାଶ, କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ କାକଟପୁର ବ୍ଲକ ଅଧକ୍ଷ ଶ୍ରୀଧର ନାୟକ ପ୍ରମ୍ମୁଖଙ୍କ ଦେଖାମିଳିନଥିଲା।ତେବେ ବୈଠକକୁ ଡକାଯାଇନଥିଲା ବୋଲି କହିଛନ୍ତି ବିଜେପି ନେତା ସମୀର ଦାସ। ଏ ବିଷୟରେ ସେ ଦଳୀୟ ନେତୃତ୍ବଙ୍କୁ ଜଣାଇଛନ୍ତି ବୋଲି କହିଛନ୍ତି....
#SameerDash#PuriBJP#BJPMeeting#Puri#OdishaBJP#ManmohanSamal#PravatiParida#SambitPatra#OdishaPolitics#PoliticalNews#OdishaTV#OTV

An extended executive meeting of the Puri district BJP was held under the chairmanship of district president Debendra Nath Tarai, with discussions on the party’s organisational affairs, preparations for the upcoming panchayat elections, and other programmes. State BJP president Manmohan Samal, Deputy Chief Minister Pravati Parida, party general secretary Manas Mohanty, Industries and Mines Minister Sampad Swain, Puri MP Sambit Patra and other leaders attended the meeting. Former Nimapara MLA and BJP leader Sameer Dash, former Kakatpur MLA Surendra Sethi and Kakatpur block chairman Sridhar Nayak were absent. Sameer Dash said he was not invited to the meeting and that he had informed the party leadership about the matter.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।