Rain Reveals Adarsha Vidyalaya’s Infrastructure Crisis: ବର୍ଷାରେ ସ୍କୁଲ ପରିସରରେ ଜମିଲା ପାଣି, ପଦାରେ ପଡିଲା ଆଦର୍ଶ ବିଦ୍ୟାଳୟର ଅବ୍ୟବସ୍ଥା
ବର୍ଷା ହେଲେ ସ୍କୁଲ ପରିସରରେ ଜମୁଛି ପାଣି, ଦୁର୍ଦ୍ଦଶାରେ ଛାତ୍ରଛାତ୍ରୀ। କଟକ ସଦର ବୟାଳିଶ ମୌଜା ଶ୍ରୀରାମ ଅଞ୍ଚଳରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ପାଣି ଘେରରେ ରହିଛି। ବର୍ଷାଦିନେ ଏଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଅନେକ ଅସୁବିଧାରେ ରହୁଥିବା ଅଭିଯୋଗ ହୋଇଛି।
ଦୀର୍ଘଦିନ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ସମାଧାନ ହେଉନଥିବା ଅଭିଯୋଗ ହୋଇଛି। ଲଗାଣ ବର୍ଷା ମଧ୍ୟରେ କିପରି ରହିଛି ବିଦ୍ୟାଳୟର ପ୍ରକୃତ ଅବସ୍ଥା, ସେନେଇ ସ୍କୁଲ ପରିସରରୁ ଅଧିକ ସୂଚନା ଦେଉଛନ୍ତି ଆମ କଟକ ପ୍ରତିନିଧି ବିଶ୍ୱଜିତ ଆଚାର୍ଯ୍ୟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।