Fifteen-Year Manhunt Ends: ୧୫ ବର୍ଷର ଲୁଚକାଳି ଶେଷ, ପୋଲିସ ହାତରେ ହତ୍ୟା ଅଭିଯୁକ୍ତ
୧୫ବର୍ଷ ପରେ ଅପରାଧୀକୁ ଧରିଲା ପୋଲିସ । ୨୦୧୧ ମାର୍ଚ୍ଚ ୨୯ ତାରିଖରେ ସିଆରପି ଅଟୋ ଷ୍ଟାଣ୍ଡରେ ଦୁଇ ଗୋଷ୍ଠି ହୋଇଥିଲେ ମୁହାଁମୁହିଁ। କମଳ ସରକାର ନାମକ ବ୍ୟକ୍ତିଙ୍କର ହୋଇଥଲା ହତ୍ୟା । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଆଜୀବନ ସଜ୍ଜା ହୋଇ ସାରିଥିବା ବେଳେ ଆଜି ପଞ୍ଚମ ଅଭିଯୁକ୍ତ ବିରଞ୍ଚି ସ୍ୱାଇଁଙ୍କୁ ପୁରୀ ତାଳବଣିଆରୁ ଗିରଫ କରିଛି କମିଶନରେଟ୍ ପୋଲିସ । ଅଟୋ ଷ୍ଟାଣ୍ଡରେ ଅଟୋ ଲଗାଇବା ଓ ଭଡା କରିବାକୁ କେନ୍ଦ୍ର କରି ଘଟିଥିଲା ହତ୍ୟାକାଣ୍ଡ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।