Rakhi Sawant: ଧର୍ମ ବଦଳାଇ ଇସଲାମ ଗ୍ରହଣ କଲେ ରାଖୀ ସାୱନ୍ତ?
"ଧର୍ମ ପରିବର୍ତ୍ତନ ପରେ ହିଜାବ ପିନ୍ଧି ନମାଜ ପଢ଼ୁଛନ୍ତି ରାଖୀ ସାୱନ୍ତ।
ରାଖୀଙ୍କ ଏଭଳି ଲୁକ୍କୁ ଦେଖି ତାଜୁବ ହୋଇଛନ୍ତି ଫ୍ୟାନ୍ସ।
ତେବେ ହଠାତ୍ କାହିଁକି ଇସଲାମ ଧର୍ମ ଗ୍ରହଣ କଲେ ରାଖୀ?
ଧର୍ମ ପରିବର୍ତ୍ତନ ପଛରେ କ"ଣ ରହିଛି କାରଣ ?
ସେ ନିଜେ ଏହାର ଖୁଲାସା କରିଛନ୍ତି।
ତେବେ କଣ ରହିଛି ପୂରା ଘଟଣା ଆସନ୍ତୁ ଜାଣିବା।
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।