Raksha Bandhan 2026 Date Revealed: ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ, ଜାଣନ୍ତୁ କେଉଁ ଦିନ କଣ ହେବ ?

Aug 20, 2026 - 14:21
Raksha Bandhan 2026 Date Revealed: ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ, ଜାଣନ୍ତୁ କେଉଁ ଦିନ କଣ ହେବ ?

ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ । ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ତେବେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ ଦେଖାଦେଇଛି । ୨୭ ନା ୨୮ ତାରିଖ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି ।  ଶ୍ରୀମନ୍ଦିରରେ ଆସନ୍ତା ୨୮ତାରିଖରେ ବଳଭଦ୍ର ଜନ୍ମ, ଶ୍ରୀସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ଓ ରାକ୍ଷୀ ଲାଗି ନୀତି ସମ୍ପନ୍ନ ହେବ। କିନ୍ତୁ ୨୭ତାରିଖରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯିବ।

ଏଥିପାଇଁ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଛି। ଶ୍ରୀମନ୍ଦିର ପୂଣ୍ଣିମା ନୀତି ୨୮ ତାରିଖରେ ଉଦୟ ପର୍ବକୁ ନେଇ ସମ୍ପନ୍ନ କରାଯିବ। ଯାହାକୁ ନେଇ ଗବେଷକଙ୍କ ମତ ଭିନ୍ନ ରହିଛି। ... 

ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ, ୨୭ ତାରିଖରେ ରକ୍ଷାବନ୍ଧନ ପାଳନ କରିପାରିବେ । କାରଣ ୨୭ ତାରିଖ ସକାଳ ୯ଟା ୭ ମିନିଟ୍ ରୁ ପୂର୍ଣ୍ଣିମା ତିଥି ଆରମ୍ଭ ହେବ। ଏହା ୨୮ ତାରିଖ ସକାଳ ୯ଟା ୪୫ ମିନିଟ୍  ପର୍ଯ୍ୟନ୍ତ ରହିବ । ତେଣୁ ଲୋକେ ୨୭ ତାରିଖରେ ଘରେ ରକ୍ଷାବନ୍ଧନ ପାଳନ କରିବା ସହ ପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ମଧ୍ୟ ପାଳନ କରିପାରିବେ ।

ରାକ୍ଷୀ ପୂର୍ଣ୍ଣିମା ଦ୍ବନ୍ଦ୍ବ 
ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ ଦେଖାଦେଇଛି
ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ 
୨୭ ନା ୨୮ ତାରିଖ ଏହାକୁ ନେଇ ଦ୍ବନ୍ଦ ଦେଖାଦେଇଛି
ଶ୍ରୀମନ୍ଦିରରେ ଆସନ୍ତା ୨୮ରେ ବଳଭଦ୍ର ଜନ୍ମ 
ଶ୍ରୀସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ଓ ରାକ୍ଷୀ ଲାଗି ନୀତି 
କିନ୍ତୁ ୨୭ତାରିଖରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯିବ
ଏଥି ପାଇଁ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଛି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।