Rare Darshan of Maa Biraja’s Feet Only 9 Days a Year | Navratri Special Rituals in Jajpur
#ବର୍ଷକରେ_ମାତ୍ର_୯_ଦିନ_ଦୁର୍ଲଭ_ପାଦ_ଦର୍ଶନ
ବର୍ଷସାରା ମିଳେ ମାଆଙ୍କ ଦର୍ଶନ, ହେଲେ ପାଦ ଦର୍ଶନ ପାଇଁ ଅପେକ୍ଷା କରିବାକୁ ପଡ଼େ ନବରାତ୍ରୀକୁ। ମାତ୍ର ୯ ଦିନ ପାଇଁ ଭକ୍ତଙ୍କୁ ମିଳେ ମାଆଙ୍କ ଦୁର୍ଲଭ ପାଦ ଦର୍ଶନ ଓ ସ୍ପର୍ଶର ସୁଯୋଗ। ଏମିତି ଏକ ଅନନ୍ୟ ପରମ୍ପରା ରହିଛି ଯାଜପୁରର ପ୍ରସିଦ୍ଧ ବିରଜା ପୀଠରେ। ଖାଲି ସେତିକି ନୁହେଁ, ଦୁର୍ଗାପୂଜାରେ ଏଠି ଅନୁଷ୍ଠିତ ହୁଏ ମାଆଙ୍କ ନବଦିନାତ୍ମକ ରଥଯାତ୍ରା। ବିଶ୍ୱାସ ରହିଛି, ମାଆଙ୍କ ପାଦ ସ୍ପର୍ଶ ଓ ରଥ ଦଉଡ଼ି ଛୁଇଁଲେ ଖଣ୍ଡନ ହୁଏ କୋଟି ଜନ୍ମର ପାପ। ତେବେ କାହିଁକି ଏତେ ସ୍ୱତନ୍ତ୍ର ମାଆ ବିରଜାଙ୍କ ନବରାତ୍ରୀ ପୂଜା ? କ'ଣ ରହିଛି ଏହି ରହସ୍ୟମୟ ପୀଠର ମାହାତ୍ମ୍ୟ ?
Discover the unique Navratri traditions of the famous Maa Biraja Temple in Jajpur, Odisha. While devotees can seek the blessings of Maa Biraja throughout the year, the rare opportunity to witness and touch the Goddess's sacred feet is available only for nine days during Navratri.
#MaaBiraja#BirajaTemple#BirajaKshetra#Jajpur#Navratri#PadaDarshan#MaaBirajaRathYatra#DurgaPuja#ShaktiPeetha#OdishaCulture#OdishaTemples#HinduTraditions#SpiritualOdisha#OdishaNews#OdishaTV#OTV#news_room_2_o
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।