Reels Turns Risky as 3 Youths Swept Away in Balasore Floodwater
#ରିଲ୍ସ_ପଡ଼ିଲା_ମହଙ୍ଗା #ଭାସିଗଲେ_୩_ଯୁବକ
ରିଲ୍ସ କରିବା ପଡ଼ିଲା ମହଙ୍ଗା। ବନ୍ୟା ପାଣିରେ ଭାସିଗଲେ ୩ ଯୁବକ। ବାଲେଶ୍ୱର ସଦର ବ୍ଲକ ଓଲନ୍ଦାସାରଙ୍ଗା ପଞ୍ଚାୟତର ତେନ୍ତୁଳିମୁଣ୍ଡି ଅଞ୍ଚଳରେ ବନ୍ୟା ପାଣିରେ ରିଲ୍ସ କରୁଥିବା ବେଳେ ଭାସିଗଲେ ୩ ଜଣ ଯୁବକ। ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାବେଳ ପ୍ରଖର ସ୍ରୋତକୁ ଖାତିର ନକରି ଯୁବକମାନେ ରିଲ୍ସ କରୁଥିଲେ । ଏହି ସମୟରେ ହଠାତ୍ ପ୍ରଖର ସ୍ରୋତରେ ବନ୍ୟା ପାଣି ଆସି ସେମାନଙ୍କୁ ଭସାଇ ନେଇଥିଲା। ଯୁବକମାନେ ଭାସିଯାଇ ଏକ ଗଛରେ ଅଟକି ରହିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।
#BalasoreFlood#FloodRescue#ODRAF#FireServices#Reels#Balasore#FloodNews#RescueOperation#OdishaFlood#OdishaNews#OdishaTV#OTV
Three youths were swept away while making reels amid floodwater in Tentulimundi area under Olandasaranga panchayat in Balasore Sadar block. Ignoring the strong current flowing over the road, they were caught in the floodwater and swept away before getting stranded on a tree. Fire Services and ODRAF teams reached the spot and safely rescued all three.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।