Reliance digital: ରିଲାଏନ୍ସ ଡିଜିଟାଲ୍‌ର ଡିଜିଟାଲ୍‌ ଇଣ୍ଡିଆ ସେଲ୍‌ କ୍ରେଜି ଅଫର୍‌

Aug 13, 2026 - 21:35
Reliance digital: ରିଲାଏନ୍ସ ଡିଜିଟାଲ୍‌ର ଡିଜିଟାଲ୍‌ ଇଣ୍ଡିଆ ସେଲ୍‌ କ୍ରେଜି ଅଫର୍‌

"ମୁମ୍ବାଇ: ଦେଶର ସର୍ବବୃହତ୍‌ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ରିଟେଲର୍‌ ରିଲାଏନ୍ସ ଡିଜିଟାଲ୍‌ ପକ୍ଷରୁ ଡିଜିଟାଲ୍‌ ଇଣ୍ଡିଆ ସେଲ୍‌ କ୍ରେଜି ଅଫର୍‌ ଘୋଷଣା କରାଯାଇଛି।

ରିଲାଏନ୍ସ ଡିଜିଟାଲ୍‌ ‌ଷ୍ଟୋର୍‌ ସମେତ ରିଲାଏନ୍ସ ଡିଜିଟାଲ୍‌ ଡଟ୍‌ ଇନ୍ ଏବଂ ମାଇଁ ଜିଓ ଷ୍ଟୋର୍‌ରେ ଏହି ଅଫର୍‌ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ।Advertisment ଗ୍ରାହକମାନେ ସ୍ମାର୍ଟଫୋନ, ଟିଭି, ଲାପଟପ୍‌, ହୋମ୍‌ ଆପ୍ଲାଏନ୍‌ସେସ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀରେ ଆକର୍ଷଣୀୟ ଅଫର୍‌ ପାଇପାରି‌ବେ।

ଚୟନିତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍‌ ପ୍ରଦାନ କରାଯିବ।

ଦ୍ବିତୀୟ ଉତ୍ପାଦ କ୍ରୟରେ ଫ୍ଲାଟ୍‌ ୫୦ ପ୍ରତିଶତ ରିହାତି, ବ୍ୟାଙ୍କ କାର୍ଡ, ପେପର ଫାଇନାନ୍ସ ଏବଂ ୟୁପିଆଇ ଜରିଆରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଏବଂ ସେଲ୍‌ ସମୟରେ ୧ ବର୍ଷ ପର୍ଯ୍ୟନ୍ତ ବର୍ଦ୍ଧିତ ୱାରେଣ୍ଟି ପ୍ରଦାନ କରାଯିବ।

ନୂଆ ସ୍ମାର୍ଟଫୋନ, ଟିଭି, ଲାପଟପ୍‌ କିମ୍ବା ହୋମ୍‌ ଆପ୍ଲାଏନ୍‌ସେସ୍‌ କିଣିବାକୁ ଚାହୁଥିଲେ ଏହା ଭଲ ସମୟ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ରିଲାଏନ୍ସ ଡିଜିଟାଲ୍‌ରେ ୩୦ ମିନିଟ୍‌ରେ ସାମସଙ୍ଗ୍ ଗାଲାକ୍ସି ଏସ୍୨୫ ସିରିଜ୍‌ର ଡେଲିଭରି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।