Reliancer: କିଏ ହେବେ ରିଲାଏନ୍ସର ନୂଆ ଉତ୍ତରାଧିକାରୀ?
"ଭୁବନେଶ୍ବର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଭବିଷ୍ୟତ କାହା ହାତରେ ରହିବ?
ଏହାକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଥିବା ବେଳେ ଏବେ କମ୍ପାନିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ବଡ଼ ସଂକେତ ଦେଇଛନ୍ତି।
ସେ କହିଛନ୍ତି ଯେ ରିଲାଏନ୍ସର ଡେଲି ମ୍ୟାନେଜମେଣ୍ଟ ଟ୍ରାନ୍ସଫର ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ବାର୍ଷିକ ସାଧାରଣ ବୈଠକରେ ଶେୟାର ହୋଲ୍ଡରମାନଙ୍କୁ ସମ୍ବୋଧିତ କରି ତାଙ୍କ ବିଜନେସ ଏବେ କାହାକୁ ସେ ହସ୍ତାନ୍ତର କରିବେ ସେହି ବିଷୟରେ କହିଛନ୍ତି।
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।