Rescue Operation Underway: ଭୂସ୍ଖଳନରେ ଫସିଛନ୍ତି ଲୋକେ, ଚାଲିଛି ଉଦ୍ଧାର କାର୍ଯ୍ୟ; ଅସୁସ୍ଥଙ୍କୁ ହସ୍ପିଟାଲ ପଠାଉଛି ପ୍ରଶାସନ

Nov 01, 2026 - 16:35
Rescue Operation Underway: ଭୂସ୍ଖଳନରେ ଫସିଛନ୍ତି ଲୋକେ, ଚାଲିଛି ଉଦ୍ଧାର କାର୍ଯ୍ୟ; ଅସୁସ୍ଥଙ୍କୁ ହସ୍ପିଟାଲ ପଠାଉଛି ପ୍ରଶାସନ

କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନରେ ଫସିଥିବା ଲୋକଙ୍କ ଉଦ୍ଧାର ଜାରି।

କତିଙ୍ଗିଆ ପଞ୍ଚାୟତର ବଲିଙ୍ଗିଆ ଗାଁରେ ଭୂସ୍ଖଳନ ଯୋଗୁଁ ଫସି ରହିଥିବା ଲୋକଙ୍କୁ ଯବାନଙ୍କ ସହାୟତାରେ ଉଦ୍ଧାର କରାଯାଉଛି।

ଉଦ୍ଧାର ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।

ଅସୁସ୍ଥ ଲୋକଙ୍କୁ ଜି.

ଉଦୟଗିରି ହସ୍ପିଟାଲକୁ ପଠାଯାଉଛି।

ଭୁସ୍ଖଳନ ଯୋଗୁ ଅଂଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି ।

Advertisment ଭୂସ୍ଖଳନରେ ଫସିଛନ୍ତି ଲୋକେ, ଚାଲିଛି ଉଦ୍ଧାର କାର୍ଯ୍ୟ ବଲିଙ୍ଗିଆ ଗାଁରେ ଲୋକଙ୍କୁ ଉଦ୍ଧାର କରୁଛନ୍ତି ଯବାନ ଅସୁସ୍ଥଙ୍କୁ ହସ୍ପିଟାଲ ପଠାଉଛି ପ୍ରଶାସନ ଜି.

ଉଦୟଗିରି ହସ୍ପିଟାଲକୁ ସ୍ଥାନାନ୍ତର ହେଉଛନ୍ତି ଅସୁସ୍ଥ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।