Robbing Passenger At Knifepoint: ପାର୍ବଣ ପୂର୍ବରୁ ରାଜଧାନୀରେ ଲୁଟେରାଙ୍କ ଆତଙ୍କ; ଲିଫ୍ଟ ଦେବା ବାହାନାରେ ଯାତ୍ରୀଙ୍କୁ ଲୁଟ୍
ରାତିରେ ଷ୍ଟେସନରୁ ଅଟୋରେ ବସାଇ ସତସଙ୍ଗ ବିହାର ବ୍ରିଜ୍ ତଳକୁ ନେଇ ଖଣ୍ଡା, କାତି ଦେଖାଇ ୨୧ ହଜାର ଟଙ୍କା ଲୁଟିଥିଲେ ଦୁର୍ବୃତ୍ତ।
ଅଭିଯୋଗ ପରେ ସହୀଦନଗର ଥାନା ପୋଲିସ ସନ୍ତୋଷ ମହାରଣା ଓ କୁନାଲ ମଲ୍ଲିକଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି। ତେବେ ଅଟୋ ଚାଳକ ଏବେବି ଫେରାର ଥିବା ସୂଚନା ମିଳିଛି।
- ପାର୍ବଣ ପୂର୍ବରୁ ରାଜଧାନୀରେ ଲୁଟେରାଙ୍କ ଆତଙ୍କ
- ଲିଫ୍ଟ ଦେବା ବାହାନାରେ ବମ୍ବେରୁ ଆସିଥିବା ଯାତ୍ରୀଙ୍କୁ ଲୁଟ୍
- ୩ ଦିନ ପରେ ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ସହିଦନଗର ପୋଲିସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।