Saina to Enter Politics: ଖେଳରୁ ରାଜନୀତିକୁ ଏଣ୍ଟ୍ରି କରିବେ ସାଇନା!

Aug 26, 2026 - 17:37
Saina to Enter Politics: ଖେଳରୁ ରାଜନୀତିକୁ ଏଣ୍ଟ୍ରି କରିବେ ସାଇନା!

"ବ୍ୟାଡମିଣ୍ଟନରେ ନିଜ ଦମଦାର ପ୍ରଦର୍ଶନରେ ସାରା ଦେଶର ମନ ଜିଣିଥିଲେ ସାଇନା ନେହୱାଲ।

ଏବେ ରାଜନୀତିର ମଇଦାନରେ ନୂଆ ଇନିଂସ୍ ଖେଳିବାକୁ ମନ ବଳାଇଛନ୍ତି ଏହି ଷ୍ଟାର୍ ଖେଳାଳି।

ମଉକା ମିଳିଲେ ନିର୍ବାଚନ ଲଢିବେ ବୋଲି ସେ ନିଜେ ଇଚ୍ଛା ପ୍ରକାଶ କରିଛନ୍ତି ।

୨୦୨୦ରେ ବିଜେପିରେ ସାମିଲ ହୋଇଥିଲେ ସାଇନା ଏବେ ନିର୍ବାଚନୀ ରାଜନୀତିରେ ପାଦ ରଖି ଦେଶ ପାଇଁ ଆହୁରି କିଛି ବଡ଼ କରିବାକୁ ଚାହୁଁଥିବା କହିଛନ୍ତି।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।