Samantarapur Car Theft Case: ସାମନ୍ତରାପୁରରୁ ଚୋରି ହୋଇଥିଲା କାର୍, ଭରତପୁରରୁ ଜବତ କଲା ପୋଲିସ
ସାମନ୍ତରାପୁରରୁ ଚୋରି ଭରତପୁରରୁ ଜବତ। କାର ଚୋରି କରି ଫେରାର ମାରିଲା ଚୋର। ଭୁବନେଶ୍ବର ଲିଙ୍ଗରାଜ ଥାନା ସାମନ୍ତରାପୁର ଛକରେ ଥିବା ଏକ ଜୁଏଲାରୀ ଦୋକାନ ସାମ୍ନାରୁ ୨ଟି କାର ଚୋରି କରି ନେଇଥିଲେ ଦୁର୍ବୃତ୍ତ। ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜକୁ ଯାଞ୍ଚ କରି ଗୋଟିଏ କାରକୁ ଜବତ କରିଛି ପୋଲିସ।
କାର୍ ଚୋରି କରି ଦୁର୍ବୃତ୍ତ ଭରତପୁର ଫେରାର ମାରିଥିଲେ। ସିସିଟିଭି ଫୁଟେଜକୁ ଟ୍ରାକ କରି ଗୋଟିଏ କାର ଜବତ କରିଥିବା ବେଳେ ଚୋରକୁ ଧରିବା ପାଇଁ ଯାଞ୍ଚ ଜାରି ରଖିଛି ପୋଲିସ୍।
କାର୍ ଚୋରି କରି ଫେରାର ମାରିଲା ଚୋର
ସାମନ୍ତରାପୁରରୁ ଚୋରି ହୋଇଥିଲା କାର୍
ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ
ଭରତପୁରରୁ କାର୍ ଜବତ କଲା ପୋଲିସ
ଚୋରକୁ ଧରିବା ପାଇଁ ପୋଲିସର ଯାଞ୍ଚ ଜାରି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।