‘Sanatan Dhwaja’ Unfurled at Puri Govardhan Peeth

Sep 27, 2026 - 01:16
‘Sanatan Dhwaja’ Unfurled at Puri Govardhan Peeth

#ସନାତନ_ଧ୍ୱଜାର_ଲୋକାର୍ପଣ
ପୁରୀ ଗୋବର୍ଦ୍ଧନ ପୀଠ ପରିସରରେ ‘ସନାତନ ଧ୍ୱଜା’ ଲୋକାର୍ପଣ। ଚାତୁର୍ମାସ ବ୍ରତ ସମାପନ ଅବସରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ‘ସନାତନ ଧ୍ୱଜା’ର ଲୋକାର୍ପଣ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ସନାତନ ଧର୍ମର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏହି ଧ୍ୱଜା ସ୍ଥାପିତ କରାଯାଇଛି। ଲୋକାର୍ପଣ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ। ଏହି ‘ସନାତନ ଧ୍ୱଜା’ର ଲମ୍ବ ୩୦ ଫୁଟ ଓ ଉଚ୍ଚତା ୨୦ ଫୁଟ ରହିଛି। ୧୦୮ ଲମ୍ବା ଲୁହା ଖମ୍ବରେ ଧ୍ୱଜାକୁ ସ୍ଥାପନ କରାଯାଇଛି। ଆଜି ଚତୁର୍ମାସ ବ୍ରତ ସମାପନ ଅବସରରେ ଶଙ୍କରାଚାର୍ଯ୍ୟ ମା’ ବିମଳାମ୍ବା ଦେବୀଙ୍କ ଦର୍ଶନ କରିଥିଲେ। ଧ୍ୱଜା ଲୋକାର୍ପଣ ପରେ ଶ୍ରୀମନ୍ଦିରରେ ପତିତପାବନଙ୍କ ଦର୍ଶନ କରି କରିଥଲେ। ଶେଷରେ ମା’ ବାଟ ମଙ୍ଗଳାଙ୍କ ଦର୍ଶନ କରିବା ପରେ ଚାତୁର୍ମାସ ବ୍ରତ ସମାପନ କରିଥିଲେ।
#SanatanDhwaja#Shankaracharya#Puri#GovardhanPeeth#ChaturmasyaVrata#SanatanDharma#JagannathTemple#MaaVimala#Patitapabana#BataMangala#OdishaNews#OdishaTV#OTV

Jagadguru Shankaracharya Swami Nischalananda Saraswati unfurled the ‘Sanatan Dhwaja’ at Puri Govardhan Peeth on the occasion of the conclusion of Chaturmasya Vrata. The flag was installed to promote Sanatan Dharma, with a large number of devotees attending the ceremony. The flag measures 30 feet in length and 20 feet in height and has been installed on a 108-foot iron pole. Shankaracharya also visited Maa Vimala, Patitapabana at Shree Mandir and Maa Bata Mangala before concluding the Chaturmasya Vrata.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।