Sea Water Surges Onto Coast: ସମୁଦ୍ରର ଭୟଙ୍କର ରୂପ, ସୁରକ୍ଷା ପାଚେରୀରେ ପିଟି ହେଉଛି ବଡ଼ ବଡ଼ ଢେଉ
ଅର୍ଣ୍ଣବ ପ୍ରଭାବରେ ଉତ୍ତାଳ ସମୁଦ୍ର।
ପଶ୍ଚିମବଙ୍ଗ ଦୀଘାରେ ସମୁଦ୍ରର ଭୟଙ୍କର ରୂପ ଦେଖିବାକୁ ମିଳିଛି।
କୂଳ ଲଙ୍ଘିଛି ସମୁଦ୍ର।
ଉଚ୍ଚ ଉଚ୍ଚ ଜୁଆର ଆସି ସୁରକ୍ଷା ପାଚେରୀକୁ ଛୁଇଁଛି।
Advertisment ବିଶେଷ କରି ରାତି ସମୟରେ ବଡ଼ ବଡ଼ ଢେଉ ସୁରକ୍ଷା ପାଚେରୀରେ ପିଟି ହେଉଥିବା ଦୃଶ୍ୟ ଭୟ ସୃଷ୍ଟି କରିଛି।
ସମୁଦ୍ରର ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନର ସୁରକ୍ଷା ନିର୍ଦ୍ଦେଶକୁ ପାଳନ କରିବା ସହ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।