Shot Dead: ଗୁଳିମାଡ଼ରେ ସମିତି ସଭ୍ୟଙ୍କ ମୃତ୍ୟୁ
"ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ କେନାଲ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି l ବ୍ଲକ ଚିନାଜୁରୀ କେନାଲ ରାସ୍ତାରେ ଗୁଳିମାଡ଼ ହୋଇଥିବା ଜଣାଯାଇଛି।
ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି l Advertisment ସୂଚନାରୁ ପ୍ରକାଶ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଆଗଲପୁର ପଂଚାୟତ ଡୁଡୁକା ଗ୍ରାମର ଅଚୁତା ନାୟକ ସମିତି ସଭ୍ୟ ଥିଲେ l ଗତକାଲି ରାତିରେ ଅଜଣା ଦୁର୍ବୃତ୍ତ ତାଙ୍କୁ ଫୋନ କରି ଡାକିଥିଲେ l ସେ ନିଜ କାରରେ ଘଟଣା ସ୍ଥଳକୁ ଆସିବା ମାତ୍ରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ l ଗୁଳିଟି ବେକରେ ବାଜି ଖୋକା ସିଟରେ ପଡିଛି l ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାଯାଇଛି l Data bank: ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।