Shruti Haasan: ବାହା ହେବିନି ହେଲେ ମାଆ ହେବି
"ସାଉଥ ସିନେମା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ତଥା ସୁପରଷଅଟାର କମଲ ହାସନଙ୍କ ଝିଅ ଶ୍ରୁତି ହାସନ ।
ନିଜର ଦମଦାର ଅଭିନୟ ଅଲଗା ଅନ୍ଦାଜ ଏବଂ ବୋଲ୍ଡ ବ୍ୟକ୍ତିତ୍ୱ ପାଇଁ ସେ ସବୁବେଳେ ଲାଇମଲାଇଟରେ ରହିଥାଆନ୍ତି ।
ତେବେ ଏଥର କୌଣସି ଫିଲ୍ମ କିମ୍ବା ନୂଆ ପ୍ରୋଜେକ୍ଟ ପାଇଁ ନୁହେଁ ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଦେଇଥିବା ଏକ ବୟାନ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି ।
ବିବାହ ଓ ମାତୃତ୍ୱକୁ ନେଇ ଦେଇଥିବା ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।