Smrutiranjan Martha Death Case: Protest Outside Balianta Police Station, Family Demands Arrests
#ସ୍ମୃତିରଞ୍ଜନ_ମୃତ୍ୟୁ #ବାଲିଅନ୍ତା_ଥାନାରେ_ପ୍ରବଳ_ଉତ୍ତେଜନା
ସ୍ମୃତିରଞ୍ଜନ ମୃତ୍ୟୁକୁ ନେଇ ବାଲିଅନ୍ତା ଥାନା ପରିସରରେ ଉତ୍ତେଜନା । ଥାନା ସମ୍ମୁଖରେ ମୃତଦେହ ରଖି ପରିବାର ଲୋକଙ୍କ ପ୍ରତିବାଦ । ବାଲିଅନ୍ତା ପାଟଣା ଗ୍ରାମର ସ୍ମୃତିରଞ୍ଜନ ମାର୍ଥାଙ୍କ ମୃତ୍ୟୁ ଘଟଣାକୁ ଏହା ମଧ୍ୟରେ ୨୪ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି । ହେଲେ, ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ l ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଛି l ଆଜି ଅପରାହ୍ନରେ ବାଲିଅନ୍ତା ଥାନା ଆଗରେ ଭୀଷଣ ଉତ୍ତେଜନା ଦେଖାଦେଇଥିଲା l ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ପୁଅକୁ ତୁରନ୍ତ ଗିରଫ କରିବା ନେଇ ଦାବି କରିଥିଲେ l ଗଣ୍ଡଗୋଳ ଆଶଙ୍କାରେ ଧରଣାସ୍ଥଳ ସାଙ୍ଗକୁ ଅଭିଯୁକ୍ତଙ୍କ ଘର ନିକଟରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି l ୭ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।.....
#OTVShorts#OdishaNews#SmrutiranjanMartha#Balianta#BhubaneswarNews#OdishaCrimeNews#PoliceInvestigation#JusticeDemand#OdishaPolice#BreakingNews#OdishaTV#OTV
Tension prevailed outside Balianta Police Station following the death of Smrutiranjan Martha of Balianta Patana village. The victim’s family and local residents staged a protest by placing his body in front of the police station, demanding the immediate arrest of the prime accused and his son. More than 24 hours had passed since the incident, but police had not yet arrested all the accused, triggering widespread resentment among villagers. The protest intensified on Saturday afternoon, prompting the deployment of three platoons of police personnel at the protest site and near the accused’s residence to prevent any untoward incident. The agitation was called off after the authorities reportedly assured the protesters that the accused would be arrested within seven days.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।