Special Story: Auto Driver to Teacher—Pradeep Das Never Gave Up on His Dream
#ଅଟୋଚାଳକରୁ_ବନିଗଲେ_ହେଡ୍_ସାର୍
କିଛି ସ୍ୱପ୍ନ ଅଭାବ ଭିତରେ ମରିଯାଏନି। କିଛି ଲୋକ ସଫଳତା ପାଇଲେ ବି ନିଜ ସଂଘର୍ଷକୁ ଭୁଲନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ଦେଖାଇବୁ ଏମିତି ଜଣେ ମଣିଷଙ୍କ ଅହୁକା କାହାଣୀ। ଅଭାବ ପାଇଁ ଅଟୋ ଡ୍ରାଇଭର ସାଜିଥିଲେ, କିନ୍ତୁ ଶିକ୍ଷକ ହେବା ସ୍ବପ୍ନକୁ ସମାଧି ଦେଇ ନଥିଲେ। ସଂଘର୍ଷ ଭିତରେ ସ୍ବପ୍ନ ସାକାର କରିଛନ୍ତି, ଶିକ୍ଷକ ହୋଇଛନ୍ତି। କିନ୍ତୁ ସଫଳତା ପରେ ଭୁଲି ନାହାନ୍ତି ନିଜ ସଂଘର୍ଷର ସାଥୀ ସେହି ଅଟୋକୁ। ସେଥିରେ ଛାତ୍ରଛାତ୍ରୀଙ୍କୁ ବସାଇ ସ୍କୁଲ ନେବା ଆଣିବା କରୁଛନ୍ତି ସାର। ଦେଖନ୍ତୁ ଅନୁଗୋଳ ଜିଲ୍ଲାରେ କାର୍ଯ୍ୟରତ ପ୍ରଦୀପ ଦାସଙ୍କ ପ୍ରେରଣାଦାୟୀ କାହାଣୀ।...
#PradeepDas#InspirationalStory#TeacherStory#OdishaTeacher#AutoDriverToTeacher#DreamsAndStruggles#SpecialStory#OdishaTV#OTV
Some dreams survive even in the face of hardship. Pradeep Das, currently working as a teacher in Angul district, once drove an auto-rickshaw to overcome financial difficulties. But he never gave up his dream of becoming a teacher. Through years of struggle, he eventually achieved that dream and entered the teaching profession.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।