Special Story: Did Poor Dam Management Flood 60 Villages in Koraput’s Kotpad?

Sep 28, 2026 - 21:10
Special Story: Did Poor Dam Management Flood 60 Villages in Koraput’s Kotpad?

#ଜାଣି_ଖୋଲିଦେଲେ_ଡ୍ୟାମ୍ ! #ବୁଡ଼ିଗଲା_୬୦_ଗାଁ
କୋରାପୁଟ କୋଟପାଡରେ ବନ୍ୟା ମନୁଷ୍ୟକୃତ ?ଭୟାବହ ବନ୍ୟା ପାଇଁ ପ୍ରକୃତି ନୁହେଁ ମଣିଷ ଦାୟୀ ?ଡ୍ୟାମ ଜଳ ପରିଚାଳନାରେ ରହିଲା କି ପ୍ରଶାସନର ତ୍ରୁଟି? ପୂର୍ବରୁ ଏମିତି କେତେ ଲଗାଣ ବର୍ଷା ହୋଇଛି, ଦିନ ଦିନ ବର୍ଷିଛି, ହେଲେ କେବେ ଏଭଳି ପରିସ୍ଥିତି ଉପୁଜିନଥିଲା। ଏଭଳି ବନ୍ୟା କେବେ ଦେଖିନଥିଲା କୋରାପୁଟର କୋଟପାଡ। ଗାଁ ଗାଁ ବୁଡିଛି, ଜଳବନ୍ଦୀ ୧୦ରୁ ଅଧିକ ପଂଚାୟତ। ସହରରେ ବି ବଢିପାଣିର ଯନ୍ତ୍ରଣା। ଛତିଶଗଡ଼ ପଟୁ ଭାଲୁଗୁଡା ଓ ବିଜେପୁଟ ନିକଟରେ ଆନିକଟ ଏବଂ ଇନ୍ଦ୍ରାବତୀ ଡ୍ୟାମର ପାଣି ଘରେ ଘରେ ପଶିଛି। କୋଟପାଡରେ ଏଭଳି ବିପର୍ଯ୍ୟୟ ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି କ୍ଷତିଗ୍ରସ୍ତ। ଅଭିଯୋଗ କରିଛନ୍ତି, ଇନ୍ଦ୍ରାବତୀ ଡ୍ୟାମ ଜଳ ପରିଚାଳନାରେ ବିଫଳ ହୋଇଛି ପ୍ରଶାସନ।

A severe flood has affected Koraput’s Kotpad, with over 10 panchayats waterlogged and around 60 villages reportedly affected. Floodwater from the Anicut near Bhaluguda and Bijepur, along with water from the Indravati Dam, has entered homes. Affected residents have alleged that the administration failed in managing Indravati Dam water, raising questions over whether the scale of the flooding could have been prevented.

#Koraput#Kotpad#OdishaFlood#FloodUpdate#IndravatiDam#DamManagement#FloodSituation#HeavyRain#OdishaNews#FloodAffected#OdishaTV#OTV

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।