Special Story: No Mobile Network, Even Near Phulbani: Villagers Struggle for a Simple Call
#ହାଲୋ_କହିବାକୁ_ହଜାରେ_ପାଲା
ଏଠି ସମସ୍ତଙ୍କ ହାତରେ ଖଣ୍ଡିଏ ଖଣ୍ଡିଏ ମୋବାଇଲ୍ ଅଛି, ମୋବାଇଲ୍ ଭିତରେ ସିମ୍ କାର୍ଡ ବି ଅଛି। କିନ୍ତୁ ନା ମୋବାଇଲ୍ ନେଟୱର୍କ ଅଛି ନା କାହା ସହ ଯୋଗାଯୋଗ ହୋଇପାରୁଛି। ତେଣୁ କାହା ପାଇଁ ପାହାଡ଼ର ଚୁଡ଼ା ସାଜିଛି ମୋବାଇଲ୍ ଟାୱାର୍ ତ ଆଉ କାହା ପାଇଁ ନେଟୱାର୍କ ଜୋନ୍ ପାଲଟିଛି ଗାଁଠୁ ଦୂର ଖୋଲା ପଡ଼ିଆ। ଅର୍ଥାତ ଜରୁରୀ ସମୟରେ କଲଟିଏ କରିବା ପାଇଁ କେମିତି କଲବଲ ହେବାକୁ ପଡୁଛି, ଫୁଲବାଣୀ ସହରଠାରୁ ମାତ୍ର ୭ କିଲୋମିଟର ଦୂରରେ ଥିବା ଗଞ୍ଜୁଗୁଡ଼ା ପଞ୍ଚାୟତବାସୀଙ୍କଠାରୁ ଅଧିକ କେହି କେବେ ଅନୁଭବ କରିନଥିବେ।
Residents of Ganjuguda panchayat, just 7 km from Phulbani town, are struggling with poor mobile connectivity. Despite having mobile phones and SIM cards, villagers often have to climb hilltops or go to an open field far from the village to get network coverage, even for emergency calls.
#MobileNetwork#NetworkProblem#Ganjuguda#Phulbani#Kandhamal#OdishaNews#NetworkIssue#DigitalConnectivity#RuralOdisha#MobileTower#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।