Special Story: Odisha Police to Run Under Interim DGP Amid DGP Selection Row

Aug 14, 2026 - 21:18
Special Story: Odisha Police to Run Under Interim DGP Amid DGP Selection Row

#ସୁପ୍ରିମକୋର୍ଟରେ_ଡିଜିପି_ନିଯୁକ୍ତି_ବଲ୍
କାମଚଳା ଡିଜିରେ ଚାଲିବ ରାଜ୍ୟର ପୋଲିସ ପ୍ରଶାସନ ବ୍ୟବସ୍ଥା। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଆଜି ଅନ୍ତରୀଣ ଡିଜିପି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। କାରଣ ବର୍ତ୍ତମାନର ଡିଜିପି ୱାଇ.ବି.ଖୁରାନିଆ ଆସନ୍ତା ୧୬ରେ ଅବସର ନେବାକୁ ଯାଉଥିବା ବେଳେ ନୂଆ ପୋଲିସ ମୁଖିଆଙ୍କ ନିଯୁକ୍ତି ଏଯାଏଁ ହୋଇପାରିନି। ମାମଲା କୋର୍ଟରେ ପହଞ୍ଚିଥିବାରୁ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କରିବାକୁ ପଡିବ ଅପେକ୍ଷା। ଅନ୍ୟପଟେ ରାଜ୍ୟର ଟପ୍ ପୋଲିସ ମୁଖ୍ୟଙ୍କ ନିଯୁକ୍ତି ପ୍ରସଙ୍ଗ କୋର୍ଟକୁ ଯିବା ନେଇ ଏବେ ବିଭିନ୍ନ ମହଲରେ ଜୋରଦାର ଚର୍ଚ୍ଚା। ପୋଲିସ ଡିଜି ନିଯୁକ୍ତିକୁ ନେଇ ମୋହନ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ହୋଇଛି କି ଷଡଯନ୍ତ୍ର ? ତେବେ କିଏ ସେ ଷଡଯନ୍ତ୍ରକାରୀ ଯିଏ ସରକାରଙ୍କୁ ବଦନାମ କରିବା ପାଇଁ ଚାହୁଁଛି ?...
#SpecialStory#VinaytoshMishra#OdishaDGP#OdishaPolice#DGPRow#SupremeCourt#OdishaPolitics#OdishaTV#OTV

Odisha is set to have an interim police chief as the state government has appointed Crime Branch DGP Vinaytosh Mishra as in-charge DGP from August 16, 2026. The arrangement comes as incumbent DGP Y.B. Khurania is scheduled to retire on August 16, while the appointment of a regular successor remains unresolved.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।