stabbed: ବଚସାରୁ ଛୁରି ମରାମାରି: ରେଳବାଇ କର୍ମଚାରୀ ମୃତ, ଆଉ ଜଣେ ସାଙ୍ଗ ଗୁରୁତର
"ତାଳଚେର: ତାଳଚେର ଗଣେଶ ବିହାରରେ ଏକ ଅଭାବନୀୟ ଘଟଣା ପରିଲକ୍ଷିତ ହୋଇଛି।
ଗଣେଶ ବିହାରର ଭଡ଼ା ଘରେ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସାରୁ ଛୁରି ମରାମାରି ଭଳି ଘଟଣା ଦେଖିବାକୁ ମିଳିଛି।
ଉଭୟଙ୍କ ଭିତରୁ ଜଣେ ମୃତ ଓ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡିଛି|Advertisment ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରିଛି ପୁଲିସ ଖବର ପାଇ ପୁଲିସ ଘର କବାଟ ଭାଙ୍ଗି ରକ୍ତଜୁଡୁବୁଡୁ ଅବସ୍ଥାରେ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରିଛି| ଦୁହେଁ ସାଙ୍ଗ ହୋଇଥିବା ବେଳେ କେଉଁ କାରଣରୁ ବଚସା ହୋଇଥିଲା, ପରେ ତାହା ଏଭଳି ରୂପ ନେଇଥିଲା, ତାହା ଅସ୍ପଷ୍ଟ ରହିଛି।
ଉଭୟ ରେଳବାଇ କର୍ମଚାରୀ ହୋଇଥିବା ଜଣା ପଡିଛି | Raygada: ସେପ୍ଟେମ୍ବର ୨ ଏବଂ ୩ରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ଗସ୍ତ, ରିଭଲକଣା ରାଗିଙ୍ଗର ଯାଞ୍ଚ କରିବେ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।