Submit Reports Within Seven Days Or Face Action: ଉଦ୍ୟାନ କୃଷି ଅଧିକାରୀଙ୍କ ଉପରେ ବର୍ଷିଲେ କେଭି, ୭ ଦିନରେ ରିପୋର୍ଟ ନିର୍ଦ୍ଦେଶ
ଉଦ୍ୟାନ କୃଷି ଅଧିକାରୀଙ୍କ ଉପରେ ବର୍ଷିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ଚାଷୀମାନେ ବିଭିନ୍ନ ସ୍ଥାନକୁ ଯାଉଥିଲେ ମଧ୍ୟ ସରକାରଙ୍କୁ ମିଳୁନି ରିପୋର୍ଟ । ରିପୋର୍ଟ ଦାଖଲ ପାଇଁ ଉଦ୍ୟାନ କୃଷି ଅଧିକାରୀଙ୍କୁ ୭ ଦିନର ମହଲତ। ଆମେ ସରକାର ଚଳାଉଛୁ ନମାନିଲେ ଘରକୁ ପଳାଅ କହିଲେ ଉପ ମୁଖ୍ୟମନ୍ତ୍ରୀ। ୫୮ କୋଲ୍ଡ ଷ୍ଟୋରେଜ ଘୋଷଣା, କାର୍ଯ୍ୟକାରିତା ଶୂନକୁ ନେଇ କେଭିଙ୍କ ପ୍ରଶ୍ନ।
ତେବେ ମନୋରଞ୍ଜନ ପାଇଁ ଆପଣଙ୍କୁ ବିଭାଗରେ ବସେଇ ନାହୁଁ ବୋଲି କହି ଖର୍ଚ୍ଚ ଓ ଟୁର୍ ର ସମ୍ପୂର୍ଣ୍ଣ ରିପୋର୍ଟ ଦେବା ସହ ବାହାର ରାଜ୍ୟ ଓ ଦେଶକୁ ନେଇ ଯାଇଥିବା ଚାଷୀମାନେ କଣ ଶିଖିଲେ, ତାହାର ରିପୋର୍ଟ ଓ ଭିଡିଓ ୭ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରଙ୍କୁ ଅନ୍ଧାରରେ ରଖିଲେ ଆକ୍ସନ ନିଶ୍ଚିତ ବୋଲି କହିଛନ୍ତି କେଭି ସିଂହଦେଓ। ଏଥିସହ ‘ଫୁଲତୋଡ଼ା ଦରକାର ନାହିଁ, ରିପୋର୍ଟ ଦରକାର’ ବୋଲି ଅଧିକାରୀଙ୍କୁ ମନ୍ତ୍ରୀ ରୋକଠୋକ୍ କହିଛନ୍ତି। ...
ଫୁଲତୋଡା ନୁହେଁ, ରିପୋର୍ଟ ଦିଅ: କେଭି
ଉଦ୍ୟାନକୃଷି ଅଧିକାରୀଙ୍କ ଉପରେ ବର୍ଷିଲେ କେଭି ସିଂ ଦେଓ
ଚାଷୀ ମାନେ ବିଭିନ୍ନ ସ୍ଥାନକୁ ଯାଉଥିଲେ ମଧ୍ୟ ସରକାରଙ୍କୁ ରିପୋର୍ଟ ମିଳୁନି
ରିପୋର୍ଟ ଦାଖଲ ପାଇଁ ଉଦ୍ୟାନ କୃଷି ଅଧିକାରୀଙ୍କୁ ୭ ଦିନର ମହଲତ
ଆମେ ସରକାର ଚଳାଉଛୁ ନମାନିଲେ ଘରକୁ ପଳାଅ କହିଲେ ଉପ ମୁଖ୍ୟମନ୍ତ୍ରୀ
୫୮ କୋଲ୍ଡ ଷ୍ଟୋରେଜ ଘୋଷଣା, କାର୍ଯ୍ୟକାରିତା ଶୂନକୁ ନେଇ କେଭିଙ୍କ ପ୍ରଶ୍ନ
ସପ୍ତାହକ ମଧ୍ୟରେ ରିପୋର୍ଟ ପ୍ରଦାନ ନ କଲେ କାର୍ଯ୍ୟାନୁଷ୍ଠାନ ଧମକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।