Sujit Raul Faces Fresh Allegation: ପୁଣି ସୁଜିତ ରାଉଳଙ୍କ ନାଁରେ FIR, ମୂଳ ମାମଲା ପ୍ରତ୍ୟାହାର ପାଇଁ ଚାପ ଅଭିଯୋଗ
ପୁଣି ସୁଜିତ ରାଉଳଙ୍କ ନାଁରେ FIR। ଗିରଫ ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ନାଁରେ ପୁଣି ଏକ ମାମଲା ରୁଜୁ ହୋଇଛି। ନିଲମ୍ବିତ ଜେଲର ସନ୍ତୋଷିନୀ ଦାସ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୂଳ ମାମଲା ପ୍ରତ୍ୟାହାର ପାଇଁ ସୁଜିତ ରାଉଳ ଚାପ ପକାଉଥିବା ସନ୍ତୋଷିନୀ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ଚୌଦ୍ୱାର ଥାନା ପୋଲିସ ସାନି ମାମଲା ରୁଜୁ କରିଛି।
ଏପଟେ କଟକ SCBରେ ଭର୍ତ୍ତି ହୋଇଛନ୍ତି ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳ। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସୁଜିତଙ୍କୁ କଟକ SCB ମେଡିକାଲରେ ଭର୍ତ୍ତି କରାଯାଇଛି। ରବିବାର ଚୌଦ୍ବାର ଥାନା ପୋଲିସ ସୁଜିତଙ୍କୁ ଗିରଫ କରିଥିଲା।...
ପୁଣି ସୁଜିତ ରାଉଳଙ୍କ ନାଁରେ FIR
ଗିରଫ ଚୌଦ୍ବାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ନାଁରେ ସାନି FIR
ସାନି FIR କଲେ ନିଲମ୍ବିତ ଜେଲର ସନ୍ତୋଷିନୀ ଦାସ
ମୂଳ ମାମଲା ପ୍ରତ୍ୟାହାର ପାଇଁ ଚାପ ପକାଉଥିବା ଅଭିଯୋଗ
ପୁଣି ଚୗଦ୍ବାର ଥାନାରେ ସୁଜିତଙ୍କ ନାଁରେ ମାମଲା ରୁଜୁ
ଏସସିବିରେ ଚିକିତ୍ସିତ ହେଉଛନ୍ତି ସୁଜିତ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।