Sunabeda Gears Up For Rajnath Singh: ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ, ସୁନାବେଡାରେ ହେବ ମେଗା ଇଭେଣ୍ଟ

Oct 06, 2026 - 09:36
Sunabeda Gears Up For Rajnath Singh: ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ, ସୁନାବେଡାରେ ହେବ ମେଗା ଇଭେଣ୍ଟ

ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କୋରାପୁଟ ସୁନାବେଡାରେ ହେବାକୁ ଥିବା ମେଗା ଇଭେଣ୍ଟରେ ଯୋଗଦେବେ ରାଜନାଥ। HAL ପରିଦର୍ଶନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରତିରକ୍ଷା ମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ପ୍ରତିରକ୍ଷା ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି କୋରାପୁଟର ସୁନାବେଡା ସହର।

ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ଟ୍ରାଫିକ୍ ମ୍ୟାନେଜମେଣ୍ଟ ସବୁ ଦିଗରେ କୋରାପୁଟ ପୋଲିସ ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସହର ସମେତ ସଡକ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଫାୟାର ଟିମ୍ ସହ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଦେଶର ପ୍ରତିରକ୍ଷା ଉତ୍ପାଦନରେ ସୁନାବେଡା ସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ବା HALର ପ୍ରମୁଖ ଭୂମିକା ରହିଛି।...

ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ
ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ
ସୁନାବେଡାରେ ମେଗା ଇଭେଣ୍ଟରେ ହେବେ ସାମିଲ
HAL ପରିଦର୍ଶନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ 
ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ
ଭିଭିଆଇପି ଗସ୍ତ ପାଇଁ ସୁନାବେଡାରେ କଡ଼ା ସୁରକ୍ଷା ବ୍ୟବସ୍ଥା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।