Sundargarh school incident: ସୁନ୍ଦରଗଡ଼ରେ ଦୁଇ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ତଦନ୍ତ ଆରମ୍ଭ...
ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ଦୁଇ ଦୁଇ ଥର ଅସଦାଚରଣ ପରେ ଥାନାରେ ଅଭିଯୋଗ। ସୁନ୍ଦରଗଡ ଜିଲ୍ଲା କେବଲାଙ୍ଗ ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ ହୋଇଛି। ସ୍କୁଲରେ ଗଣେଶ ପୂଜା ଭସାଣ ପରେ ସହକାରୀ କିରାଣୀ ଅସଦାଚରଣ କରିଥିଲେ।
ଭୟରେ ଛାତ୍ରୀମାନେ ଚୁପ ରହିଥିଲେ । କିନ୍ତୁ ପୁନର୍ବାର ଏଭଳି ଘଟଣା ଘଟିବାରୁ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି କେବଲାଙ୍ଗ ପୋଲିସ। ସହକାରୀ କିରାଣିଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।