T20 Mahasamaram at Barabati: Odisha T20 League CM Trophy Begins
#ବାରବାଟୀରେ_ଟି୨୦_ମହାସମର
ବାରବାଟୀରେ ଟି-୨୦ ମହାସମର । ଆରମ୍ଭ ହୋଇଛି ଓଡ଼ିଶା ଟି-20 ଲିଗ୍ ସିଏମ୍ ଟ୍ରଫି। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି କଟକ ପାନ୍ଥର୍ସ ଏବଂ ସମ୍ବଲପୁର ୱାରିୟର୍ସ। ଆଜି ବାରବାଟୀରେ ସିଏମ୍ ଟ୍ରଫି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫିର ବ୍ରାଣ୍ଡ ଆମ୍ବାସଡର୍ ସୁରେଶ ରାଇନା ଓ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ଉପସ୍ଥିତିରେ ଟ୍ରଫିର ଉଦଘାଟନ ହୋଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ, କଟକ ସାଂସଦ, ବିଧାୟିକା ଓ ବିଧାୟକ ଉପସ୍ଥିତ ଥିଲେ। ଆଜି ଠାରୁ ଆରମ୍ଭ ହୋଇଥିବା ଓଡିଶା ଟି-20 ଲିଗ ୨୦୨୬ ସିଏମ ଟ୍ରଫି ଆସନ୍ତା ୨୯ ଯାଏ ଚାଲିବ। ଟୁର୍ଣ୍ଣାମେଣ୍ଟରେ ମୋଟ ୬ ଟି ଟିମ୍ ଭାଗ ନେଇଛନ୍ତି। ସେପଟେ ଉଦଘାଟନୀ ଉତ୍ସବରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ବଲିଉଡ ଅଭିନେତ୍ରୀ ମୌନୀ ରୟଙ୍କ ଜଲୱା।
#OdishaT20League#CMTrophy2026#BarabatiStadium#CuttackPanthers#SambalpurWarriors#SureshRaina#DebashishMohanty#MouniRoy#T20Cricket#OdishaSports#OdishaTV#OTV
The Odisha T20 League CM Trophy 2026 has begun at Barabati Stadium, with Cuttack Panthers taking on Sambalpur Warriors in the opening match. Chief Minister Mohan Charan Majhi inaugurated the tournament in the presence of brand ambassador Suresh Raina and former Team India cricketer Debashish Mohanty. The State Sports Minister, Cuttack MP, MLA and other dignitaries were present at the event. The tournament will continue till September 29, with six teams participating. Bollywood actress Mouni Roy also performed during the colourful opening ceremony.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।