Temperature: ୧୩୦ ବର୍ଷର ଇତିହାସରେ ଗତକାଲି ପୁରୀରେ ରେକର୍ଡ ହୋଇଥିଲା ଦ୍ବିତୀୟ ସର୍ବୋଚ୍ଚ ତାପମାତ୍ରା
"ପୁରୀ: ୧୩୦ ବର୍ଷର ଇତିହାସରେ ଗତକାଲି ପୁରୀରେ ରେକର୍ଡ ହୋଇଥିଲାଦ୍ବିତୀୟ ସର୍ବୋଚ୍ଚ ତାପମାତ୍ରା।
ପୁରୀ ସହରରେ ୧୮୯୬ରୁ ତଥ୍ୟ ଅନୁଯାୟୀ, ଗତ କାଲି ଅକ୍ଟୋବର ୫ ତାରିଖରେ ରେକର୍ଡ ହୋଇଥିବା ୩୬.୬ ଡିଗ୍ରି ସେଲସିଅସ୍ ହେଉଛି ଅକ୍ଟୋବର ମାସର ଇତିହାସରେ ଦ୍ୱିତୀୟ ସର୍ବାଧିକ ଦିନ ତାପମାତ୍ରା।
ଏହା ପୂର୍ବରୁ ଦ୍ଵିତୀୟ ସର୍ବାଧିକ ତାପମାତ୍ରା ୨୦୨୪ ଅକ୍ଟୋବର ୪ ତାରିଖରେ ୩୬.୩ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଥିଲା।Advertisment Rayagada Soldier: ରାୟଗଡ଼ା ଯୁବକ ନାଗାଲIଣ୍ଡରେ ସହିଦ: ଅଙ୍ଗଦାନ କରିଲେ ଭି ତେଜା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।