Temple Row Turns Violent: ମନ୍ଦିର ବିବାଦକୁ ନେଇ ଦୁଇ ଗାଁ ମୁହାଁମୁହିଁ; ମାଡପିଟ ସହ ବ୍ୟାପକ ଭଙ୍ଗାରୁଜା, ଏକାଧିକ ଲୋକ ଆହତ
ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ମୁହାଁମୁହିଁ ସ୍ଥିତି ।
ଜଟଣୀ ଇନଫୋଭ୍ୟାଲି ଥାନା ମଦନପୁର ସ୍ଥିତ ନୀଳକଣ୍ଠେଶ୍ବର ମନ୍ଦିରକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି ।
ମଦନପୁର ଓ ବଡ଼ରଘୁନାଥପୁର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଉପୁଜିଥିବା ସୂଚନା ମିଳିଛି।
ଗୋଷ୍ଠୀ ସଂଘର୍ଷରେ ଏକାଧିକ ଲୋକେ ଆହତ ହୋଇଛନ୍ତି ।
Advertisment ମନ୍ଦିରଟି କେଉଁ ଗ୍ରାମର ମାଲିକାନାରେ ରହିବ ତାକୁ ନେଇ ଦୀର୍ଘ ଦିନ ହେଲା ବିବାଦ ଲାଗିରହିଥିଲା।
ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାରରେ ପୂଜା ପାଠକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।।
ଘଟଣାସ୍ଥଳରେ ଇନଫୋଭାଲୀ ଥାନା ପୋଲିସ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
ମନ୍ଦିର ବିବାଦକୁ ନେଇ ଦୁଇ ଗାଁ ମୁହାଁମୁହିଁ ମଦନପୁର ଓ ବଡ଼ରଘୁନାଥପୁର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ସଂଘର୍ଷ, ମାଡପିଟ ସହ ବ୍ୟାପକ ଭଙ୍ଗାରୁଜା ଉଭୟ ଗୋଷ୍ଠୀର ଏକାଧିକ ଲୋକ ଆହତ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ଗ୍ରାମବାସୀଙ୍କୁ ବୁଝାସୁଝା କରୁଛି ପୋଲିସ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।