Tension Erupts During Scene Recreation: କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣା; ସିନ୍ ରିକ୍ରିଏସନ୍ ବେଳେ ପୋଲିସ ନାକେଦମ୍, IIC ଅଟକ

Nov 02, 2026 - 18:35
Tension Erupts During Scene Recreation:  କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣା; ସିନ୍ ରିକ୍ରିଏସନ୍ ବେଳେ ପୋଲିସ ନାକେଦମ୍, IIC ଅଟକ

କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣା।

କେନ୍ଦ୍ରାପଡ଼ା ମାର୍ଶାଘାଇ ପୋଲିସ ଦ୍ବାରା ସିନ୍ ରିକ୍ରିଏସନ୍ ବେଳେ ପ୍ରବଳ ଉତ୍ତେଜନା।

ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ ବେଳେ ପୋଲିସ ନାକେଦମ୍।

ଅଭିଯୁକ୍ତକୁ ହସ୍ତାନ୍ତର କରିବା ଦାବିରେ ଅଡ଼ି ବସିଲେ ଗାଁ ଲୋକେ।

Advertisment ଉତ୍ତେଜନା ତୀବ୍ର ହେବା ପରେ ଅଭିଯୁକ୍ତକୁ ନେଇ ପଳାଇଲା ପୋଲିସ।

୨ଟି ପୋଲିସ ଗାଡ଼ି ସହ IICଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଲୋକେ।

ସିନ୍ ରିକ୍ରିଏସନ୍ ବେଳେ IIC ଅଟକ କେନ୍ଦ୍ରାପଡ଼ା ଯଦୁପୁର କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣା ମାର୍ଶାଘାଇ ପୋଲିସ ଦ୍ବାରା ସିନ୍ ରିକ୍ରିଏସନ୍ ବେଳେ ପ୍ରବଳ ଉତ୍ତେଜନା ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ ବେଳେ ପୋଲିସ ନାକେଦମ୍ ଅଭିଯୁକ୍ତକୁ ହସ୍ତାନ୍ତର କରିବା ଦାବିରେ ଅଡ଼ି ବସିଲେ ଗ୍ରାମବାସୀ ଉତ୍ତେଜନା ତୀବ୍ର ହେବା ପରେ ଅଭିଯୁକ୍ତକୁ ନେଇ ପଳାଇଲା ପୋଲିସ ୨ଟି ପୋଲିସ ଗାଡ଼ି ସହ IICଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଲୋକେ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।