Thalapathy Vijay: ବୃଦ୍ଧାଙ୍କୁ ୪୦ ହଜାରର ଚଷମା ଦେଲେ ବିଜୟ
"ତାମିଲନାଡ଼ୁରେ ଚାଲିଛି ଥଲପତିଙ୍କ କ୍ରେଜ୍।
କେବଳ ତାମିଲନାଡ଼ୁରେ ନୁହେଁ ବରଂ ସାରା ଦେଶରେ ଲୋକେ ତାଙ୍କ ଶାସନକୁ ପସନ୍ଦ କରୁଛନ୍ତି ।
ବିଜୟ ମଧ୍ୟ ନିଜ ନିଆରା ଅନ୍ଦାଜରେ ଲୋକଙ୍କ ମନ କିଣୁଛନ୍ତି।
ଫିଲ୍ମରେ ଯେମିତି ସୁପରହିରୋ ଥିଲେ।
ରିୟଲ ଲାଇଫରେ ଲୋକଙ୍କ ପାଇଁ ମଧ୍ୟ ସେଭଳି ସୁପରଷ୍ଟାର ପାଲଟିଛନ୍ତି ।
ନିକଟରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଭିଡ଼ିଓରେ ଜଣେ ବୃଦ୍ଧାଙ୍କୁ ଦେଖି ହଠାତ୍ ନିଜ କାରକେଡ୍ ଅଟକାଇ ଦେଇଥିଲେ ବିଜୟ ।
ଗାଡ଼ିରୁ ଓହ୍ଲାଇ ସେ ସିଧା ବୃଦ୍ଧାଙ୍କ ପାଖକୁ ଯାଇଥିଲେ ।
ଆଉ ତା ପରେ ଯାହା ହେଲା ତାହା ଏବେ ସମସ୍ତଙ୍କ ମନ କିଣିନେଇଛି ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।